ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜାନୁୟାରୀ ପୃଷ୍ଠା ୮-୯
  • ୩-୯ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜାନୁୟାରୀ ପୃଷ୍ଠା ୮-୯

୩-୯ ଫେବୃୟାରୀ

ଗୀତସଂହିତା ୧୪୪–୧୪୬

ଗୀତ ୧୪୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଯିହୋବା ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ’

(୧୦ ମି.)

ଯେଉଁମାନେ ଯିହୋବାଙ୍କ ଉପରେ ଭରସା ରଖନ୍ତି, ଯିହୋବା ପ୍ରେମର ସହ ସେମାନଙ୍କର ଦେଖାଶୁଣା କରନ୍ତି (ଗୀତ ୧୪୪:୧୧-୧୫; ପ୍ର୧୮.୦୪-ହି ପୃ ୩୨ ¶୨-୩)

ଆମେ ନିଜ ଆଶା ଯୋଗୁଁ ବହୁତ ଖୁସି ଅଛୁ (ଗୀତ ୧୪୬:୫; ପ୍ର୨୨.୧୦ ପୃ ୨୮ ¶୧୬-୧୭)

ଯେଉଁମାନେ ଯିହୋବାଙ୍କୁ ନିଜ ଈଶ୍ୱର ମାନନ୍ତି, ସେମାନେ ସବୁଦିନ ଯାଏ ଖୁସିରେ ରହିବେ (ଗୀତ ୧୪୬:୧୦; ପ୍ର୧୮.୦୧-ହି ପୃ ୨୬ ¶୧୯-୨୦)

ଖୁସିରେ ଥିବା ଭିନ୍ନ ଭିନ୍ନ ବୟସ ଓ ସଂସ୍କୃତିର ଭାଇଭଉଣୀମାନଙ୍କ ଚିତ୍ର ।

ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କଲେ ଆମେ ସମସ୍ୟା ସମୟରେ ମଧ୍ୟ ଖୁସିରେ ରହିପାରିବା

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୪୫:୧୫, ୧୬—ଏହି ପଦଗୁଡ଼ିକ ଅନୁସାରେ ଆମକୁ ପଶୁମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍‌ ? (ଇନସାଇଟ୍‌-୧ ପୃ ୧୧୧ ¶୯)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୧୪୪:୧-୧୫ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ଘରମାଲିକ କହନ୍ତି ଯେ ସେ ବିଶ୍ୱବିଦ୍ୟାଳୟରେ ପଢ଼ନ୍ତି । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ଭାଷଣ

(୪ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୭—ବିଷୟ: ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଗଭୀର ଆଦର କରିବା ଉଚିତ୍‌ । (ଶିଖାଇବା ଅଧ୍ୟୟନ ୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୯

୭. ଯିହୋବା ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ

(୧୦ ମି.) ଆଲୋଚନା ।

ଯିହୋବା ଆନନ୍ଦିତ ଈଶ୍ୱର ଅଟନ୍ତି । (୧ ତୀମ ୧:୧୧, NWT) ସେ ଆମକୁ ବହୁତ ପ୍ରେମ କରନ୍ତି ଏବଂ ସେ ଚାହାନ୍ତି ଯେ ଆମେ ଖୁସିରେ ରହୁ । ସେଥିପାଇଁ ସେ ଆମକୁ ଅନେକ ବଢ଼ିଆ ଉପହାର ଦେଇଛନ୍ତି । (ଉପ ୩:୧୨, ୧୩) ସେମଧ୍ୟରୁ ଦୁଇଟି ହେଉଛି, ସେ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ଚାଖିବା ଓ ବିଭିନ୍ନ ପ୍ରକାରର ଶବ୍ଦ ଶୁଣିବାର ଦକ୍ଷତା ଦେଇଛନ୍ତି ।

କିଛି ସାଙ୍ଗମାନେ ନିଆଁ ଜଳାଇ ଏକାଠି ବସିଛନ୍ତି । ସେ ମଧ୍ୟରୁ ଜଣେ ଭାଇ ଗିଟାର ବଜାଉଛନ୍ତି ।

ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ—ସୁସ୍ୱାଦ ଖାଦ୍ୟ ଓ ମଧୂର ଶବ୍ଦ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବା ଆମକୁ ସୁସ୍ୱାଦ ଖାଦ୍ୟର ମଜା ନେବା ଓ ମଧୂର ଶବ୍ଦ ଶୁଣିବାର ଯେଉଁ ଉପହାର ଦେଇଛନ୍ତି, ସେଥିରୁ ଆପଣଙ୍କୁ କିପରି ଭରସା ହୁଏ ଯେ ସେ ଆପଣଙ୍କୁ ଖୁସିରେ ଦେଖିବା ପାଇଁ ଚାହାନ୍ତି ?

ଗୀତସଂହିତା ୩୨:୮ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବା ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ, ଏହା ଜାଣି ଆପଣଙ୍କୁ କିପରି ବାଇବଲ ପଢ଼ିବା ଓ ତାଙ୍କ ସଂଗଠନ ତରଫରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନିବା ପାଇଁ ପ୍ରୋତ୍ସାହନ ମିଳେ ?

୮. ମଣ୍ଡଳୀର ଆବଶ୍ୟକତା

(୫ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୭ ¶୧-୧୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ