ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମେ ପୃଷ୍ଠା ୧୨-୧୩
  • ୧୭-୨୩ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୭-୨୩ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମେ ପୃଷ୍ଠା ୧୨-୧୩

୧୭-୨୩ ଜୁନ୍‌

ଗୀତସଂହିତା ୫୧–୫୩

ଗୀତ ୮୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଗମ୍ଭୀର ପାପଠାରୁ ଦୂରେଇ ରହିବା ପାଇଁ କେଉଁ ପଦକ୍ଷେପଗୁଡ଼ିକ ନେବା ?

(୧୦ ମି.)

ଏହା ଭାବନ୍ତୁ ନାହିଁ ଯେ ଆପଣଙ୍କ ଦ୍ୱାରା କେବେ କୌଣସି ଭୁଲ ହେବନି । ସବୁ ମଣିଷମାନଙ୍କଠାରେ ଭୁଲ କରିବାର ଇଚ୍ଛା ରହେ (ଗୀତ ୫୧:୫; ୨କରି ୧୧:୩)

ସେସବୁ କରନ୍ତୁ ଯେଉଁଥିରୁ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢ଼ ରହିବ (ଗୀତ ୫୧:୬; ପ୍ର୧୯.୦୧-ହି ପୃ ୧୫ ¶୪-୫)

ଯେବେ ବି ଆପଣଙ୍କ ମନରେ କୌଣସି ଖରାପ ଭାବନା କିମ୍ବା ଇଚ୍ଛା ଆସେ, ତେବେ ତୁରନ୍ତ ତାକୁ ନିଜ ମନରୁ ବାହାର କରିଦିଅନ୍ତୁ (ଗୀତ ୫୧:୧୦-୧୨; ପ୍ର୧୫-ହି ୬/୧୫ ପୃ ୧୪ ¶୫-୬)

ଚିତ୍ରଗୁଡ଼ିକ: ଜଣେ ଯୁବା ଭାଇ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ପରିଶ୍ରମ କରୁଛି । ୧. ସେ ବାଇବଲ ପଢ଼ୁଛି । ୨. ସେ ହୃଦୟରୁ ପ୍ରାର୍ଥନା କରୁଛି । ୩. ସେ ଗୋଟିଏ ସଭାରେ ଉତ୍ତର ଦେଉଛି । ୪. ସେ କାର୍ଟ ଲଗାଇ ସାକ୍ଷ୍ୟ ଦେଉଛି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୫୨:୨-୪—ଏହି ପଦଗୁଡ଼ିକରୁ ଦୋୟେଗ୍‌ ବିଷୟରେ କʼଣ ଜଣାପଡ଼େ ? (ଇନସାଇଟ୍‌-୧ ପୃ ୬୪୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୫୧:୧-୧୯ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସେହି ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ନାମ ବିଷୟରେ ଶିଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୭. ବାଇବଲ ଅଧ୍ୟୟନ ସମୟରେ

(୪ ମି.) ଜୀବନ ବହି ପାଠ ୧୪ ପଏଣ୍ଟ ନଂ. ୭ ଏବଂ କିଛି ଲୋକ କହନ୍ତି (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୧୫

୮. ଭୁଲ ହେଲେ କେଉଁ ପଦକ୍ଷେପଗୁଡ଼ିକ ନେବା ?

(୧୫ ମି.) ଆଲୋଚନା ।

ଚିତ୍ରଗୁଡ଼ିକ: “କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଭୁଲ ହେଲେ କʼଣ କରିବି ?” ଭିଡିଓର ଦୃଶ୍ୟ । ୧. ଟଲିଲା । ୨. ହୋଜେ ।

ଆମେ ନିଜ ତରଫରୁ ଯେତେ ଚେଷ୍ଟା କଲେ ବି ଆମ ଦ୍ୱାରା ଭୁଲ ହୋଇଯାଏ । (୧ଯୋହ ୧:୮) ଏପରି ସମୟରେ ଆମକୁ ଯିହୋବାଙ୍କ ଆଗରେ ନିଜ ଭୁଲ ସ୍ୱୀକାର କରିବା ଉଚିତ୍‌ । ଆମେ ତାଙ୍କୁ କ୍ଷମା ମାଗିବା ଉଚିତ୍‌ ଏବଂ ତାଙ୍କ ସାହାଯ୍ୟ ନେବା ଉଚିତ୍‌ । (୧ଯୋହ ୧:୯) ଆମକୁ ଏପରି ଭାବିବା ଉଚିତ୍‌ ନୁହେଁ ଯେ ଭୁଲ ମାନିବା ଯୋଗୁଁ ଆମକୁ ଲଜ୍ଜିତ ହେବାକୁ ପଡ଼ିବ ଏବଂ ଏପରି ଭାବି ପଛଘୁଞ୍ଚା ଦେବାନି ଯେ ଆମକୁ କୌଣସି ଦଣ୍ଡ ମିଳିବ । ନିଜ ଭୁଲ ସୁଧାରିବାର ସବୁଠୁ ପ୍ରଥମ ପଦକ୍ଷେପ ଅଟେ, ଯିହୋବାଙ୍କୁ ପ୍ରାର୍ଥନା କରିବା ।

ଗୀତସଂହିତା ୫୧:୧, ୨, ୧୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯଦି ଆମଠାରୁ କିଛି ବଡ଼ ଭୁଲ ହୋଇଯାଏ, ତେବେ ଆମେ କାହିଁକି ଯିହୋବାଙ୍କୁ ସାହାଯ୍ୟ ମାଗିବା ଉଚିତ୍‌ ?

କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଭୁଲ ହେଲେ କʼଣ କରିବି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଟଲିଲା ଓ ହୋଜେ ଏପରି କʼଣ କଲେ ଯାହାଯୋଗୁଁ ଆଗକୁ ଯାଇ ସେମାନେ ବଡ଼ ବଡ଼ ଭୁଲ କରି ବସିଲେ ?

  • ନିଜ ଭୁଲ ସୁଧାରିବା ପାଇଁ ସେମାନେ କେଉଁ ପଦକ୍ଷେପଗୁଡ଼ିକ ନେଲେ ?

  • ଏଥିରୁ ସେମାନଙ୍କୁ କʼଣ ଲାଭ ହେଲା ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୪୮ ¶୧-୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ