ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜାନୁୟାରୀ ପୃଷ୍ଠା ୧୧
  • ୧୨-୧୮ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୨-୧୮ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜାନୁୟାରୀ ପୃଷ୍ଠା ୧୧

୧୨-୧୮ ଫେବୃୟାରୀ

ଗୀତସଂହିତା ୫-୭

ଗୀତ ୧୧୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଅନ୍ୟମାନେ ଯାହା ବି କରନ୍ତୁ, ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

(୧୦ ମି.)

ଅନେକଥର ଅନ୍ୟମାନେ ଏପରି କିଛି କଲେ ଯାହାଦ୍ୱାରା ଦାଉଦ ବହୁତ ଦୁଃଖି ହୋଇଗଲେ (ଗୀତ ୬:୬, ୭)

ସେ ସାହାଯ୍ୟ ପାଇଁ ଯିହୋବାଙ୍କୁ ଡାକିଲେ (ଗୀତ ୬:୨, ୯; ପ୍ର୨୧.୦୩-ହି ପୃ ୧୫ ¶୭-୮)

ଦାଉଦଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ଥିଲା, ତେଣୁ ସେ ତାଙ୍କ ବିଶ୍ୱସ୍ତ ରହିପାରିଲେ (ଗୀତ ୬:୧୦)

ଜଣେ ଭଉଣୀ ରାଜ୍ୟଘର ବାହାରେ ଅନ୍ୟ ଜଣେ ଭଉଣୀଙ୍କ ଉପରେ ଚିଲାଉଛନ୍ତି । ପରେ ସେହି ଅନ୍ୟ ଭଉଣୀ ଘରକୁ ଯାଇ ପ୍ରାର୍ଥନା କରୁଛନ୍ତି ।

ନିଜକୁ ପଚାରନ୍ତୁ: ‘କʼଣ ମୋ ବିଶ୍ୱାସ ଏତେ ଦୃଢ଼ ଅଛି ଯେ ଅନ୍ୟମାନେ ଯାହା ବି କଲେ, ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବି ? କʼଣ ମୁଁ ନିଜ ବିଶ୍ୱାସ ଦୃଢ଼ ରଖିବା ପାଇଁ ପରିଶ୍ରମ କରୁଛି ?’—ପ୍ର୨୦.୦୭-ହି ପୃ ୮-୯ ¶୩-୪.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୫:୯—ଏହାର କʼଣ ଅର୍ଥ ଅଟେ ଯେ ଦୁଷ୍ଟ ଲୋକମାନଙ୍କ “ଗଳାର ନଳୀ ଅନାବୃତ କବର ସ୍ୱରୂପ ?” (ଇନସାଇଟ୍‌-୧ ପୃ ୯୯୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୭:୧-୧୧ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବାଇବଲ ବିଷୟରେ ନ କହି, ଜଣେ ବ୍ୟକ୍ତିଙ୍କୁ କଥା କଥାରେ ହିଁ କହନ୍ତୁ ଯେ ଆପଣ ଯିହୋବାଙ୍କ ସାକ୍ଷୀ ଅଟନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୨ ମି.) ଘର ଘର ପ୍ରଚାର । ଘରମାଲିକ ଆପଣଙ୍କ ସହ ଯୁକ୍ତିତର୍କ କରିବାକୁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୭. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୪ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୬୪—ବିଷୟ: ଯିହୋବାଙ୍କ ସାକ୍ଷୀ ଦେଶଭକ୍ତି ସହ ଜଡ଼ିତ ସମାରୋହରେ କାହିଁକି ଭାଗ ନିଅନ୍ତି ନାହିଁ ? (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୯

୮. ବାର୍ଷିକ ସେବା ରିପୋର୍ଟ

(୧୫ ମି.) ଆଲୋଚନା; ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଘୋଷଣା ପଢ଼ନ୍ତୁ । ତାʼପରେ ଉପସ୍ଥିତ ଲୋକମାନଙ୍କୁ ୨୦୨୩ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟର କିଛି ବିଶେଷ କଥା କହିବା ପାଇଁ କହନ୍ତୁ । ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍‌କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୧ ¶୧୬-୨୨

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ