ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜାନୁୟାରୀ ପୃଷ୍ଠା ୨
  • ୧-୭ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜାନୁୟାରୀ ପୃଷ୍ଠା ୨

୧-୭ ଜାନୁୟାରୀ

ଆୟୁବ ୩୨-୩୩

ଗୀତ ୧୦୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆୟୁବଙ୍କ ପୂରା ଶରୀରରେ ବଥ ଭରିଯାଇଛି । ଇଲୀହୂ ଧ୍ୟାନର ସହ ଆୟୁବଙ୍କ କଥା ଶୁଣୁଛନ୍ତି ଓ ତାଙ୍କ ଦୁଃଖ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ।

ଆୟୁବଙ୍କ ପୂରା ଶରୀରରେ ବଥ ଭରିଯାଇଛି । ଇଲୀହୂ ଧ୍ୟାନର ସହ ଆୟୁବଙ୍କ କଥା ଶୁଣୁଛନ୍ତି ଓ ତାଙ୍କ ଦୁଃଖ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ।

୧. ନିରାଶାରେ ଥିବା ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ

(୧୦ ମି.)

ଜଣେ ଭଲ ସାଙ୍ଗ ହୁଅନ୍ତୁ (ଆୟୁ ୩୩:୧; ଇନସାଇଟ୍‌-୧ ପୃ ୭୧୦)

ଅନ୍ୟମାନଙ୍କ ବ୍ୟକ୍ତିତ୍ୱକୁ ନେଇ ସନ୍ଦେହ କରନ୍ତୁ ନାହିଁ, ବରଂ ସେମାନଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ (ଆୟୁ ୩୩:୬, ୭; ପ୍ର୧୪-ହି ୬/୧୫ ପୃ ୨୫ ¶୮-୧୦)

ଇଲୀହୂଙ୍କ ଭଳି ପ୍ରଥମେ ଅନ୍ୟମାନଙ୍କ ଧ୍ୟାନର ସହ ଶୁଣନ୍ତୁ, ତାʼପରେ ବୁଝିବିଚାରି କହନ୍ତୁ (ଆୟୁ ୩୩:୮-୧୨, ୧୭; ପ୍ର୨୦.୦୩-ହି ପୃ ୨୩ ¶୧୭-୧୮; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)

ଜଣେ ଭଉଣୀ ଯାହାଙ୍କ ସ୍ୱାମୀ ନାହାନ୍ତି, ସେ ବହୁତ ଚିନ୍ତାରେ ଅଛନ୍ତି ଓ ନିଜ ମନକଥା ଅନ୍ୟ ଜଣେ ଭଉଣୀଙ୍କୁ କହୁଛନ୍ତି । ସେହି ମାଆଙ୍କ ଦୁଇଜଣ ପୁଅ ଅନ୍ୟ ରୁମ୍‌ରେ ଖେଳୁଛନ୍ତି । ଅନ୍ୟ ଭଉଣୀ ତାଙ୍କ କଥା ବହୁତ ଧ୍ୟାନର ସହ ଶୁଣୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଆୟୁ ୩୩:୨୫—ଏହି ପଦରୁ ଆମେ କିପରି ବୁଝିପାରୁ ଯେ ଯେବେ ଆମ ବୟସ ବଢ଼ିବାକୁ ଲାଗେ, ତେବେ ଆମକୁ ନିଜ ରୂପରଙ୍ଗ ବିଷୟରେ ଅଧିକ ଭାବିବା ଉଚିତ୍‌ ନୁହେଁ ? (ପ୍ର୧୩-ହି ୧/୧୫ ପୃ ୧୯ ¶୧୦)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଆୟୁ ୩୨:୧-୨୨ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ଲୋକମାନଙ୍କ ବିଷୟରେ ଭାବନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ଲୋକମାନଙ୍କ ବିଷୟରେ ଭାବନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

(୮ ମି.) ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୧୬

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୯ ¶୧୨-୧୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ