୧୧-୧୭ ଡିସେମ୍ବର
ଆୟୁବ ୨୫-୨୭
ଗୀତ ୩୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଆୟୁ ୨୬:୧୪—ଏହା ସତ ଯେ ଆମେ ସୃଷ୍ଟି ବିଷୟରେ ବହୁତ କମ୍ ଜାଣୁ, ତଥାପି ଆମେ ସୃଷ୍ଟି ଉପରେ ଧ୍ୟାନ ଦେଇ ଯିହୋବାଙ୍କ ବିଷୟରେ କʼଣ ଜାଣିପାରିବା ? (ପ୍ର୧୬.୧୧-ହି ପୃ ୯-୧୦ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଆୟୁ ୨୫:୧–୨୬:୧୪ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୫ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ଯଦି ସେହି ବ୍ୟକ୍ତି କୌଣସି ବିଷୟ ଉପରେ ଆହୁରି ଜାଣିବା ପାଇଁ ଚାହେଁ, ତାହେଲେ ସେହି ବ୍ୟକ୍ତିକୁ କୁହନ୍ତୁ ଯେ ସେ ତାʼସହ ଜଡ଼ିତ ତଥ୍ୟ jw.org ୱେବସାଇଟ୍ରେ କିପରି ଖୋଜିପାରିବ । (ଶିଖାଇବା ଅଧ୍ୟୟନ ୧୭)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୧୩ ¶୧ ଓ ପଏଣ୍ଟ ନଂ. ୧-୩ (ଶିଖାଇବା ଅଧ୍ୟୟନ ୧୫)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଆମେ ଯାହା ଭାବୁ, ସେଥିରେ ଆମକୁ ନିର୍ଦ୍ଦୋଷ ରହିବାର ଅଛି”: (୫ ମି.) ଆଲୋଚନା ।
ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ଡିସେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୮ ¶୧୦-୨୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୭ ଏବଂ ପ୍ରାର୍ଥନା