ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୬
  • ଧାର୍ମିକତା ଧନ-ସମ୍ପତ୍ତି ଉପରେ ନିର୍ଭର କରେନି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଧାର୍ମିକତା ଧନ-ସମ୍ପତ୍ତି ଉପରେ ନିର୍ଭର କରେନି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଧାର୍ମିକତା ଧନ-ସମ୍ପତ୍ତି ଉପରେ ନିର୍ଭର କରେନି

ସୋଫର କହିଲା ଯେ ଈଶ୍ୱର ଦୁଷ୍ଟର ସମ୍ପତ୍ତି ଲୁଟି ନିଅନ୍ତି । ସେ ଏପରି କହି ପ୍ରମାଣ କରିବାକୁ ଚାହୁଁଥିଲା ଯେ ଆୟୁବ ମଧ୍ୟ ଦୁଷ୍ଟ ଅଟନ୍ତି (ଆୟୁ ୨୦:୫, ୧୦, ୧୫)

ଆୟୁବ ଉତ୍ତର ଦେଲେ, ‘ତାହେଲେ ଦୁଷ୍ଟମାନେ କାହିଁକି ସ୍ଥିରୀକୃତ ହୁଅନ୍ତି ?’ (ଆୟୁ ୨୧:୭-୯)

ଯୀଶୁଙ୍କ ଉଦାହରଣରୁ ଜଣାପଡ଼େ ଯେ ଜଣେ ଧାର୍ମିକ ଲୋକ ଗରିବ ମଧ୍ୟ ହୋଇପାରେ (ଲୂକ ୯:୫୮)

ଜଣେ ଭାଇ ଗୋଟିଏ ଗରିବ ପରିବାରକୁ ତାଙ୍କ ଘର ବାହାରେ ବାଇବଲରୁ ଗୋଟିଏ ପଦ ପଢ଼ି ଶୁଣାଉଛନ୍ତି । ବାପା ତାଙ୍କ ବାଇବଲରୁ ସେହି ପଦକୁ ଦେଖୁଛନ୍ତି ଓ ମାଆ ଆଉ ପୁଅ ଧ୍ୟାନର ସହ ଶୁଣୁଛନ୍ତି ।

ଚିନ୍ତନ ପାଇଁ: ଜଣେ ଧାର୍ମିକ ଲୋକ ଧନୀ ଥାଉ ବା ଗରିବ, ତାʼପାଇଁ କେଉଁ କଥା ସବୁଠାରୁ ଅଧିକ ମହତ୍ତ୍ୱ ରଖେ ?—ଲୂକ ୧୨:୨୧; ପ୍ର୦୭-ହି ୮/୧ ପୃ ୩୦ ¶୧୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ