ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୧୪
  • ୩୦ ଅକ୍ଟୋବର–୫ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୦ ଅକ୍ଟୋବର–୫ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୧୪

୩୦ ଅକ୍ଟୋବର–୫ ନଭେମ୍ବର

ଆୟୁବ ୧୧-୧୨

  • ଗୀତ ୮୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବୁଦ୍ଧି ପାଇବାର ତିନୋଟି ଉପାୟ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଆୟୁ ୧୨:୧୧—ଆମେ ଏହି ପଦରେ ଦିଆଯାଇଥିବା ସିଦ୍ଧାନ୍ତ କିପରି ମାନିପାରିବା ଯାହାଫଳରେ ଆମେ ଅନ୍ୟମାନଙ୍କର ଆହୁରି ଭଲଭାବେ ଶୁଣିପାରିବା ? (ପ୍ର୦୮-ହି ୧୦/୧ ପୃ ୧୯ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଆୟୁ ୧୨:୧-୨୫ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ କହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲରୁ ବି ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧)

  • ପୁନଃସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ରାଜ୍ୟ ଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୩)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୧୨: ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩୫

  • “ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ”: (୧୫ ମି.) ଆଲୋଚନା ଏବଂ ଭିଡିଓ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୫ ¶୧୧-୧୮

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ