ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୧୨
  • ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ପରମ ପ୍ରଧାନ ଯିହୋବାଙ୍କ ଉପରେ ଭରସା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୧୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ

ଶୟତାନ ଲୋକମାନଙ୍କୁ ଭରସା କରାଇବା ପାଇଁ ଚାହେଁ ଯେ ସେମାନଙ୍କ ସହ ଯାହା ବି ଖରାପ ହୁଏ, ତାʼ ପଛରେ ଯିହୋବାଙ୍କ ହାତ ଅଛି (ଆୟୁ ୮:୪)

ସେ ଚାହେଁ ଆମେ ଏହା ଭାବୁ ଯେ ଯିହୋବାଙ୍କୁ ଏକଥାର କୌଣସି ଚିନ୍ତା ନାହିଁ ଯେ ଆମେ ତାଙ୍କ ବିଶ୍ୱସ୍ତ ଅଛୁ ନା ନାହିଁ (ଆୟୁ ୯:୨୦-୨୨; ପ୍ର୧୫-ହି ୧୦/୧ ପୃ ୧୦ ¶୩)

ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ତାଙ୍କ ବିଶ୍ୱସ୍ତ ରହିପାରୁ ଓ ଶୟତାନର କଥାରେ ଆସି ନ ଥାଉ (ଆୟୁ ୧୦:୧୨; ଗୀତ ୩୨:୭, ୧୦; ପ୍ର୨୧.୧୧-ହି ପୃ ୬ ¶୧୪)

ଜଣେ ଭଉଣୀଙ୍କୁ ଅନେକ ଆଶିଷ ମିଳିଛି । ସେଗୁଡ଼ିକୁ ସେ ଭାବୁଛନ୍ତି ଓ ଲେଖୁଛନ୍ତି । ଗୋଟେ ଛୋଟ ଚିତ୍ରରେ ଦେଖାଇ ଦିଆଯାଇଛି ଯେ ଜଣେ ସ୍ୱାମୀ ସ୍ତ୍ରୀ ତାଙ୍କ ପାଇଁ ଖାଇବା ପିଇବା ଜିନିଷ ଦେଉଛନ୍ତି, ଦ୍ୱିତୀୟ ଛୋଟ ଚିତ୍ରରେ ଆଉ ଜଣେ ଭଉଣୀ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ତୃତୀୟ ଛୋଟ ଚିତ୍ରରେ ସେ ନିଜେ JW ବ୍ରୋଡକାଷ୍ଟିଙ୍ଗ୍‌ କାର୍ଯ୍ୟକ୍ରମ ଦେଖୁଛନ୍ତି ।

ଏହାକୁ ଯାଞ୍ଚ ଦେଖନ୍ତୁ: କୌଣସି ସମସ୍ୟାର ସାମନା କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଯିହୋବା କେଉଁ ଉପାୟଗୁଡ଼ିକରେ ଆପଣଙ୍କ ପାଇଁ ଅଟଳ ପ୍ରେମ ଦେଖାଉଛନ୍ତି । ତାʼପରେ ସେଗୁଡ଼ିକୁ ଲେଖି ରଖନ୍ତୁ । ତାʼପରେ ସେଗୁଡ଼ିକୁ ବାରମ୍ବାର ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ