ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୮
  • ୨-୮ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୮

୨-୮ ଅକ୍ଟୋବର

ଆୟୁବ ୧-୩

  • ଗୀତ ୧୪୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଆୟୁ ୧:୧୦—ଏହି ପଦରୁ ଆମେ ମାଥିଉ ୨୭:୪୬ ପଦରେ କୁହାଯାଇଥିବା ଯୀଶୁଙ୍କ କଥା କିପରି ବୁଝିପାରିବା ? (ପ୍ର୨୧.୦୪-ହି ପୃ ୧୧ ¶୯)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଆୟୁ ୩:୧-୨୬ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତି ଜଣକୁ ଆମ ୱେବସାଇଟ୍‌ ବିଷୟରେ କହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୯)

  • ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୨୦)

  • ଭାଷଣ: (୫ ମି.) ପ୍ର୨୨.୦୧-ହି ପୃ ୧୧-୧୨ ¶୧୧-୧୪—ବିଷୟ: ଯାକୁବଙ୍କ ଭଳି ଭଲ ଶିକ୍ଷକ ହୁଅନ୍ତୁ—ଅନ୍ୟମାନଙ୍କ ପରିସ୍ଥିତିକୁ ବୁଝନ୍ତୁ ଓ ନମ୍ର ରହନ୍ତୁ । (ଶିଖାଇବା ଅଧ୍ୟୟନ ୧୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୧

  • ମୋତେ ଲାଗିଲା ମୁଁ ସବୁକିଛି ତ କରୁଛି: (୧୦ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଭାଇ ବର୍ଡୱେଲଙ୍କୁ କାହିଁକି ଲାଗିଲା ଯେ ସେମାନେ ଯିହୋବାଙ୍କ ସେବା କରିବା ପାଇଁ ଆଗରୁ ହିଁ ବହୁତ କିଛି କରୁଛନ୍ତି ?

    ମାଥିଉ ୬:୩୩ ପଦ ଉପରେ ଚିନ୍ତନ କରିବା ଯୋଗୁଁ ସେମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ?

    ଭାଇ ବର୍ଡୱେଲଙ୍କ ପରିବାରରୁ ଆପଣ କʼଣ ଶିଖିଲେ ?

  • “JW.ORG ୱେବସାଇଟ୍‌ର ମୁଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ”: (୫ ମି.) ପୃଷ୍ଠା ୧୬, ଆଲୋଚନା ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୯ ପଏଣ୍ଟ ନଂ. ୬ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୨୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ