ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୯
  • ଯିହୋବା “ପିତୃହୀନମାନଙ୍କର ପିତା” ଅଟନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା “ପିତୃହୀନମାନଙ୍କର ପିତା” ଅଟନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ‘ତୁମ୍ଭେମାନେ କାହାର ସେବା କରିବ, ତାହା ମନୋନୀତ କର’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୯
“ଆପଣଙ୍କ ବାପାମାଆଙ୍କ ଭଲ ଉଦାହରଣ ନ ଥିବା ସତ୍ତ୍ୱେ ଆପଣ ଯିହୋବାଙ୍କ ସେବା କରିପାରିବେ” ଲେଖାରେ ଯେଉଁ ଭାଇ ଥିଲେ ସେ ଜଣେ ପ୍ରୌଢ଼ ଭାଇଙ୍କ ସହ ସାଙ୍ଗରେ ପ୍ରଚାର କରୁଥିବା ବେଳେ କଥା ହେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା “ପିତୃହୀନମାନଙ୍କର ପିତା” ଅଟନ୍ତି

ପ୍ରତିବର୍ଷ ଅନେକ ଯୁବା ଯିହୋବାଙ୍କ ସାଙ୍ଗ ହେବାର ନିଷ୍ପତ୍ତି ନିଅନ୍ତି । (ଗୀତ ୧୧୦:୩) ଯଦି ଆପଣ ସେମଧ୍ୟରୁ ଜଣେ ଅଟନ୍ତି ତେବେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ଚିନ୍ତା କରନ୍ତି । ସେ ବୁଝନ୍ତି ଯେ ଆପଣଙ୍କ ପାଇଁ ତାଙ୍କ ସେବା କରିବା ସହଜ ନୁହେଁ । ତେଣୁ ସେ ପ୍ରତିଜ୍ଞା କରନ୍ତି ଯେ ସେ ଆପଣଙ୍କ ସାହାଯ୍ୟ କରିବେ କିମ୍ବା ଯଦି ଆପଣଙ୍କ ଲାଳନପାଳନ କେବଳ ଆପଣଙ୍କ ମାଆ କିମ୍ବା ଆପଣଙ୍କ ବାପା କରୁଛନ୍ତି, ତେବେ ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କୁ ସମ୍ଭାଳିବେ । ବାଇବଲରେ ଲେଖାଅଛି ଯେ ସେ “ପିତୃହୀନମାନଙ୍କର ପିତା” ଅଟନ୍ତି । (ଗୀତ ୬୮:୫) ଆପଣଙ୍କ ଘରର ପରିସ୍ଥିତି ଯାହା ବି ଥାଉ ନା କାହିଁକି ଆପଣ ଯିହୋବାଙ୍କଠୁ ଶିଖିପାରିବେ ଓ ତାଙ୍କ ସେବା କରିବାରେ ସଫଳ ହୋଇପାରିବେ ।—୧ପିତ ୫:୧୦.

ସେମାନେ ବିଶ୍ୱାସ ଯୋଗୁଁ ପ୍ରାଣପଣରେ ଯୁଦ୍ଧ କରୁଛନ୍ତି​—ଯେଉଁମାନଙ୍କ ଲାଳନପାଳନ କେବଳ ମାଆ କିମ୍ବା ବାପା କରୁଛନ୍ତି ନାମକ ଭିଡିଓର ଗୋଟିଏ ଦୃଶ୍ୟ । ଟାମି ଲୁଡଲୋ ।

ସେମାନେ ବିଶ୍ୱାସ ଯୋଗୁଁ ପ୍ରାଣପଣରେ ଯୁଦ୍ଧ କରୁଛନ୍ତି—ଯେଉଁମାନଙ୍କ ଲାଳନପାଳନ କେବଳ ମାଆ କିମ୍ବା ବାପା କରୁଛନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଟାମି, ଚାଲର୍ସ ଓ ଜିମିଠାରୁ ଆପଣ କʼଣ ଶିଖିଲେ ?

  • ଯେଉଁ ପିଲାମାନଙ୍କ ଲାଳନପାଳନ କେବଳ ମାଆ କିମ୍ବା ବାପା କରୁଛନ୍ତି ସେମାନେ ଗୀତସଂହିତା ୨୭:୧୦ ପଦ ମୁତାବକ କେଉଁ କଥା ଉପରେ ଭରସା ରଖିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ