୧୫-୨୧ ମେ
୨ ବଂଶାବଳୀ ୨୨-୨୪
ଗୀତ ୭୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସାହସର ସହ କାମ କରୁଥିବା ବ୍ୟକ୍ତିଙ୍କୁ ଯିହୋବା ଆଶିଷ ଦିଅନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ବଂଶା ୨୪:୨୨—ଜିଖରୀୟଙ୍କ ଭବିଷ୍ୟତବାଣୀ କିପରି ପୂରା ହେଲା ? (ଇନସାଇଟ୍-୨ ପୃ ୧୨୨୩ ¶୧୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ବଂଶା ୨୨:୧-୧୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ ସଭା ପାଇଁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୭)
ଭାଷଣ: (୫ ମି.) ପ୍ର୧୦-ହି ୨/୧୫ ପୃ ୬-୮ ¶୬-୧୦—ବିଷୟ: ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ଆପଣ ବିନା ଡରି ସାକ୍ଷ୍ୟ ଦେଇପାରିବେ । (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୫ ପଏଣ୍ଟ ନଂ. ୪ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୭ ଏବଂ ପ୍ରାର୍ଥନା