ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୧
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ଆପଣଙ୍କ ପ୍ରଗତିର ରେକର୍ଡ ରଖନ୍ତୁ
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୧

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ

ଈଶ୍ୱରଙ୍କ ଠାରୁ ମିଳୁଥିବା ବୁଦ୍ଧି ପୋତା-ଧନ ଭଳି ବହୁମୂଲ୍ୟ ଅଟେ । (ହିତୋ ୨:୧-୬) ଏହି ବୁଦ୍ଧି ଥିଲେ ଆମେ ବୁଝିବିଚାରି କାମ କରିପାରୁ ଓ ଠିକ୍‌ ନିଷ୍ପତ୍ତି ନେଇପାରୁ । ଏଥିରୁ ଆମକୁ ସୁରକ୍ଷା ମିଳେ । ତେଣୁ ‘ଏହା ସର୍ବଶ୍ରେଷ୍ଠ ବିଷୟ ଅଟେ ।’ (ହିତୋ ୪:୫-୭) ଈଶ୍ୱରଙ୍କ ବାକ୍ୟରେ ଥିବା ପୋତା-ଧନକୁ ଖୋଜିବା ପାଇଁ ପରିଶ୍ରମ ଲାଗେ । ତାʼ ପାଇଁ ପ୍ରଥମେ ଆମକୁ “ଦିବାରାତ୍ର” ଅର୍ଥାତ୍‌ ପ୍ରତିଦିନ ବାଇବଲ ପଢ଼ିବାକୁ ପଡ଼ିବ । (ଯିହୋ ୧:୮) ଧ୍ୟାନ ଦିଅନ୍ତୁ ଯେ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଓ ଏହାକୁ ମଜାଦାର କରିବା ପାଇଁ କʼଣ ପରାମର୍ଶ ଦିଆଯାଇଛି ।

ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବା ଯୁବା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଏହି ଯୁବାମାନଙ୍କର ଆଗରେ କʼଣ କʼଣ ବାଧା ଆସିଲା ? ଏଗୁଡ଼ିକୁ ପାର କରିବା ପାଇଁ ସେମାନେ କʼଣ କଲେ ?

  • “ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବା ଯୁବା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ମେଲେନି ।

    ମେଲେନି

  • “ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବା ଯୁବା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ଶାମୁୟେଲ ।

    ଶାମୁୟେଲ

  • “ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବା ଯୁବା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ସେଲିନ ।

    ସେଲିନ

  • “ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବା ଯୁବା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ରାଫାଇଲୋ ।

    ରାଫାଇଲୋ

ବାଇବଲ ପଢ଼ିବାର ମୋର ସେଡ୍ୟୁଲ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ