ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୫
  • ୨୦-୨୬ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୦-୨୬ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୫

୨୦-୨୬ ମାର୍ଚ୍ଚ

୨ ବଂଶାବଳୀ ୧-୪

  • ଗୀତ ୪୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ବଂଶା ୧:୧୧, ୧୨—ଯେବେ ଆମେ ଏକୁଟିଆରେ ଯିହୋବାଙ୍କୁ ପ୍ରାର୍ଥନା କରୁ, ତେବେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ୍‌ ? (ପ୍ର୦୫-ହି ୧୨/୧ ପୃ ୧୯ ¶୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ବଂଶା ୪:୭-୨୨ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ସ୍ମାରକ ନିମନ୍ତ୍ରଣ: (୩ ମି.) ଆପଣଙ୍କ ସହ କାମ କରୁଥିବା ବ୍ୟକ୍ତି, ସ୍କୁଲରେ ସାଙ୍ଗରେ ପଢ଼ୁଥିବା ପିଲା କିମ୍ବା କୌଣସି ସମ୍ପର୍କୀୟଙ୍କୁ ସ୍ମାରକ ପାଇଁ ଡାକନ୍ତୁ, ଯିଏ ପୂର୍ବେ ଆଗ୍ରହ ଦେଖାଇଥିଲେ । (ଶିଖାଇବା ଅଧ୍ୟୟନ ୨)

  • ପୁନଃସାକ୍ଷାତ: (୪ ମି.) ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ଯେବେ ଆପଣ ତାଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଥିଲେ ତେବେ ସେ ଆହୁରି ଜାଣିବାକୁ ଚାହୁଁଥିଲେ । ଏବେ ତାଙ୍କୁ କହନ୍ତୁ ଯେ ଆମେ ଲୋକମାନଙ୍କ ସହ ବାଇବଲ ଅଧ୍ୟୟନ ମଧ୍ୟ କରାଉ ଓ ତାʼପାଇଁ କିଛି ବି ପଇସା ନେଇ ନ ଥାଉ । ତାʼପରେ ତାଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ । ତାଙ୍କୁ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ମଧ୍ୟ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୭)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୯ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୯

  • କʼଣ ଆପଣ ବର୍ଷର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି ?: (୧୫ ମି.) ଭାଷଣ ଓ ଭିଡିଓ । ସେବା ଅଧ୍ୟକ୍ଷ ଏହି ଭାଗ ପରିବେଷଣ କରିବେ । ମଣ୍ଡଳୀକୁ କହନ୍ତୁ ଯେ ସ୍ମାରକ ଅଭିଯାନ କିପରି ଚାଲୁଛି । ସେହି ଭାଇଭଉଣୀଙ୍କର ଇଣ୍ଟରଭ୍ୟୁ ନିଅନ୍ତୁ, ଯେଉଁମାନଙ୍କର ଭଲ ଅନୁଭୂତି ରହିଛି । ୮ ଓ ୯ ପୃଷ୍ଠାରେ ସ୍ମାରକ ସହ ଜଡ଼ିତ ପଦଗୁଡ଼ିକର ସେଡ୍ୟୁଲ ବିଷୟରେ କହନ୍ତୁ । ସମସ୍ତଙ୍କୁ ସ୍ମାରକ ପାଇଁ ନିଜ ହୃଦୟ ପ୍ରସ୍ତୁତ ରଖିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । (ଏଜ୍ରା ୭:୧୦) ଯେଉଁ ଅତିଥୀମାନେ ସ୍ମାରକରେ ଆସିବେ, ସେମାନଙ୍କୁ କିପରି ପ୍ରେମର ସହ ସ୍ୱାଗତ କରାଯାଇପାରିବ, ତାହା କହନ୍ତୁ । (ରୋମୀ ୧୫:୭; ସ.ପୁ. ୧୬.୦୩ ପୃଷ୍ଠା ୨) ସ୍ମାରକର ରୋଟୀ କିପରି ତିଆରି କରିବା ? ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୧ ପଏଣ୍ଟ ନଂ. ୧-୪

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ