ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୪
  • ୧୩-୧୯ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୪

୧୩-୧୯ ମାର୍ଚ୍ଚ

୧ ବଂଶାବଳୀ ୨୭-୨୯

  • ଗୀତ ୧୩୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୧ବଂଶା ୨୭:୩୩—ହୂଶୟ କିପରି ଆମ ପାଇଁ ବିଶ୍ୱସ୍ତ ସାଙ୍ଗ ହେବାର ଗୋଟିଏ ଭଲ ଉଦାହରଣ ଅଟନ୍ତି ? (ପ୍ର୧୭.୦୩-ହି ପୃ ୨୯ ¶୬-୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୧ବଂଶା ୨୭:୧-୧୫ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ଅନ୍ୟମାନଙ୍କର ସାହାଯ୍ୟ କରିବା—ମାଥି ୨୦:୨୮ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପୁନଃସାକ୍ଷାତ: (୪ ମି.) ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ଯେବେ ଆପଣ ତାଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଥିଲେ ତେବେ ସେ ଆହୁରି ଜାଣିବାକୁ ଚାହୁଁଥିଲେ । ଏବେ ତାଙ୍କୁ ଯୀଶୁ କାହିଁକି ଜୀବନ ଦେଲେ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)

  • ପୁନଃସାକ୍ଷାତ: (୪ ମି.) ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ଯେବେ ଆପଣ ତାଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଥିଲେ ତେବେ ସେ ଆହୁରି ଜାଣିବାକୁ ଚାହୁଁଥିଲେ । ଏବେ ତାଙ୍କ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ସଂଗଠନକୁ ମିଳିଥିବା ସଫଳତା—ମାର୍ଚ୍ଚ ମାସର ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୦

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୪୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ