ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୨
  • ୬-୧୨ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୨

୬-୧୨ ମାର୍ଚ୍ଚ

୧ ବଂଶାବଳୀ ୨୩-୨୬

  • ଗୀତ ୧୨୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୧ବଂଶା ୨୫:୭, ୮—ଏହି ପଦଗୁଡ଼ିକରୁ କିପରି ଜଣାପଡ଼େ ଯେ ଯିହୋବାଙ୍କ ସ୍ତୁତି ପାଇଁ ଗୀତ ଗାଇବା ଜରୁରୀ ଅଟେ ? (ପ୍ର୨୨.୦୩-ହି ପୃ ୨୨ ¶୧୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୧ବଂଶା ୨୩:୨୧-୩୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ସ୍ମାରକ ନିମନ୍ତ୍ରଣର ଭିଡିଓ: (୫ ମି.) ଆଲୋଚନା; ସ୍ମାରକ ନିମନ୍ତ୍ରଣ ଅଭିଯାନ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ସ୍ମାରକ ନିମନ୍ତ୍ରଣ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)

  • ଭାଷଣ: (୫ ମି.) ପ୍ର୧୧-ହି ୧୦/୧ ପୃ ୧୪-୧୫—ବିଷୟ: ଖ୍ରୀଷ୍ଟିୟାନମାନେ କାହିଁକି ସଂଗଠିତ ଅଛନ୍ତି ? (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୦୧

  • “ବିପତ୍ତି ଆସିବା ପରେ କିପରି ସାହାଯ୍ୟ କରିବା ?”: (୧୦ ମି.) ଆଲୋଚନା ଓ ଭିଡିଓ ।

  • ଶନିବାର, ୧୧ ମାର୍ଚ୍ଚରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ: (୫ ମି.) ଆଲୋଚନା; ନିମନ୍ତ୍ରଣ ପତ୍ରର କିଛି ବିଶେଷ କଥା କହନ୍ତୁ । ତାʼପରେ କହନ୍ତୁ ଯେ ଏହାକୁ ଦେବା ପାଇଁ ଏବଂ ବିଶେଷ ଭାଷଣ ଓ ସ୍ମାରକ ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଇଛି ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୯ ଏବଂ ଅଧିକ ବିବରଣୀ ୩

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୨୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ