ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୫
  • ଆମ ପ୍ରାର୍ଥନା ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମ ପ୍ରାର୍ଥନା ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତାʼ ପାଇଁ କୃତଜ୍ଞ ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବା ଆମ ପ୍ରାର୍ଥନାଗୁଡ଼ିକର କିପରି ଉତ୍ତର ଦିଅନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପ୍ରାର୍ଥନା—ଏକ ବଡ଼ ସମ୍ମାନ
    ବାଇବଲ ଆମକୁ କʼଣ ଶିଖାଏ?
  • ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୫
ଚିତଗୁକ: ସାରା ଦୁନିଆରେ ଥିବା ଭାଇଭଉଣୀମାନେ ର୍ଥନା କରୁଛନ୍ତି । ୧. ଗୋଟିଏ ଛୋଟ ଝିଅ ନିଜ ମାଆ ସହ ଶୋଇବା ପୂର୍ବରୁ । ୨. ଜଣେ ମୀ ନିଜ ବେମାର ସ୍ତ୍ରୀ ସହିତ ଯିଏ ହସ୍ପିଟାଲର ବିଛଣାରେ ଶୋଇଛନ୍ତି । ୩. ଜଣେ ଭାଇ ପାହାରେ ଚ ସୁନ୍ଦର ଦୃଶ୍ୟ ଦେଖି । ୪. ଜଣେ ଭଉଣୀ ଯିଏ ବତ ଚିନ୍ତାରେ ଅଛନ୍ତି । ୫. ଜଣେ ଭଉଣୀ ଅଧୟନ କରିବା ପୂର୍ବରୁ । ୬. ଜଣେ ଭାଇ ଯିଏ ଏପରି ଦେଶରେ ରହନ୍ତି ଯେଉଁଠାର ଆର୍ଥିକ ପରିସ୍ଥିତି ଭଲ ନାହି । ୭. ବାପାମାଆ ନିଜ ଛୋଟ ଝିଅ ସହିତ ଖାଇବା ପୂର୍ବରୁ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆମ ପ୍ରାର୍ଥନା ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ

ଯେବେ ଆମେ ଯିହୋବାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କରୁ, ତେବେ ଆମ ପ୍ରାର୍ଥନା ସେହି ସୁଗନ୍ଧି ଧୂପ ପରି ହୋଇଥାଏ, ଯାହା ପ୍ରତିଦିନ ଯିହୋବାଙ୍କ ମନ୍ଦିରରେ ଚଢ଼ାଯାଉଥିଲା । (ଗୀତ ୧୪୧:୨) ପ୍ରାର୍ଥନା କରିବା ସମୟରେ ଆମେ ଯିହୋବାଙ୍କୁ କହିପାରିବା ଯେ ଆମେ ତାଙ୍କୁ ପ୍ରେମ କରୁ ଆଉ ତାଙ୍କ କୃତଜ୍ଞ ଅଟୁ । ଆମେ ତାଙ୍କୁ ନିଜ ଚିନ୍ତା ଓ ସମସ୍ୟାଗୁଡ଼ିକ କହିପାରିବା ଏବଂ ଏହା ମଧ୍ୟ ଯେ ଆମେ କʼଣ ଚାହୁଁ । ଆମେ ତାଙ୍କୁ ମାର୍ଗଦର୍ଶନ ବି ମାଗିପାରିବା । ଯେବେ ଆମେ ଯିହୋବାଙ୍କୁ ଏସବୁ କହୁ, ତେବେ ଆମେ ଦେଖାଉ ଯେ ଆମେ ତାଙ୍କୁ ନିଜର ସବୁଠୁ ଭଲ ସାଙ୍ଗ ଭାବୁ । ସଭାଗୁଡ଼ିକରେ ଯେଉଁ ଛୋଟ ପ୍ରାର୍ଥନା କରାଯାଏ, ତାହା ଯିହୋବା ସ୍ୱୀକାର କରନ୍ତି କାରଣ ସେଗୁଡ଼ିକ ଆମ ଉପାସନାର ଏକ ଭାଗ । କିନ୍ତୁ ଯେବେ ଆମେ ଏକୁଟିଆରେ ମନଖୋଲି ଏବଂ ଅଧିକ ସମୟ ଧରି ତାଙ୍କ ସହ କଥା ହେଉ, ତେବେ ସେ ଆହୁରି ଅଧିକ ଖୁସି ହୁଅନ୍ତି ।—ହିତୋ ୧୫:୮.

ପ୍ରାର୍ଥନା କରିବା ମୋ ଅଭ୍ୟାସ ହୋଇଗଲା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭାଇ ଜନସନ୍‌ଙ୍କୁ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିବାର ସମ୍ମାନ ମିଳିଲା ?

  • ଭାଇ ଜନସନ୍‌ କେଉଁ କେଉଁ ପରିସ୍ଥିତିରେ ପ୍ରାର୍ଥନା କରି ଯିହୋବାଙ୍କ ଉପରେ ଭରସା ଦେଖାଇଲେ ?

  • ଭାଇ ଜନସନ୍‌ଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ