ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୨
  • ୨୪-୩୦ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୪-୩୦ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୨

୨୪-୩୦ ଅକ୍ଟୋବର

୨ ରାଜାବଳୀ ୧-୨

  • ଗୀତ ୭୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ରାଜା ୨:୧୧—ଯେବେ ଏଲୀୟ “ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ”, ତେବେ ପ୍ରକୃତରେ ସେ କେଉଁଠି ଗଲେ ? (ପ୍ର୦୫-ହି ୮/୧ ପୃ ୯ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ରାଜା ୨:୧-୧୦ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)

  • ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୧୩)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୭: ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୩

  • “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ଖାସ୍‌ କଥା”: (୧୫ ମି.) ଆଲୋଚନା; ଜଣେ ଏପରି ପ୍ରଚାରକଙ୍କ ସାକ୍ଷାତ୍‌କାର ନିଅନ୍ତୁ, ଯିଏ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ କାହାରି ଅଧ୍ୟୟନ ଚଲାଉଛନ୍ତି । ତାଙ୍କୁ ପଚାରନ୍ତୁ: ଏହି ବହିର କେଉଁ କଥା ଆପଣଙ୍କୁ ଭଲ ଲାଗିଲା ? ଯେବେ ଆପଣ ନିଜ ବିଦ୍ୟାର୍ଥୀଙ୍କୁ ଏଥିରେ ଥିବା ଭିଡିଓ ଦେଖାନ୍ତି ଏବଂ ତାଙ୍କ ମନର କଥା ଜାଣିବା ପାଇଁ ଯେଉଁ ପ୍ରଶ୍ନ ଦିଆଯାଇଛି ତାହା ପଚାରନ୍ତି, ତେବେ ତାଙ୍କୁ କିପରି ଲାଗେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୪

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୬୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ