ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୭
  • ଅଭାବ ଅସୁବିଧା ସତ୍ତ୍ୱେ ହାର ନ ମାନିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଭାବ ଅସୁବିଧା ସତ୍ତ୍ୱେ ହାର ନ ମାନିବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୩-୨୦୨୪ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୭
“ଏପରି ଘର ତିଆରି କର ଯାହା ଭାଙ୍ଗିବ ନାହି​—‘ଆପଣଙ୍କ ପାଖରେ ଯାହା କିଛି ଅଛି, ସେଥିରେ ସଷ୍ଟ’ ରହ” ଭିଡିଓର ଦୃଶ୍ୟ । ଚିତସମୂହ: ୧. ଏନ୍‌ଜେଲ ବାଇବଲ ପଛନ୍ତି । ୨. ଲେସ୍‌ଟର ଓ ତାଙ୍କ ସ୍ତ୍ରୀ ମିଶି ବାଇବଲ ପଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅଭାବ ଅସୁବିଧା ସତ୍ତ୍ୱେ ହାର ନ ମାନିବା

ଆଜି ଆମେ ଶେଷକାଳରେ ବଞ୍ଚୁଛୁ ଏବଂ ଜୀବନ ଜୀଇଁବା ସହଜ ନୁହେଁ । ଶେଷକାଳ ଯେମିତି ପାଖେଇ ଆସୁଛି ସମସ୍ୟା ଆହୁରି ବଢ଼ିଯିବ । ଅନେକ ଥର ହୋଇପାରେ ଯେ ଆମକୁ ବହୁତ ଅଭାବ ଅସୁବିଧାର ସାମନା କରିବାକୁ ପଡ଼ିପାରେ । (ହବ ୩:୧୬-୧୮) ଏପରି ସମୟରେ ଆମେ ସାହସ କିପରି ଧରିପାରିବା ? ଆମକୁ ଯିହୋବାଙ୍କ ଉପରେ ଲଗାତାର ଭରସା କରିବାକୁ ହେବ । ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ନିଜ ସେବକମାନଙ୍କ ଦେଖାଶୁଣା କରିବେ ଏବଂ ପରିସ୍ଥିତି ଯେପରି ଥିଲେ ମଧ୍ୟ ସେ ସେମାନଙ୍କ ଆବଶ୍ୟକତା ପୂରା କରିବେ ।—ଗୀତ ୩୭:୧୮, ୧୯; ଏବ୍ରୀ ୧୩:୫, ୬.

ଆପଣ କʼଣ କରିପାରିବେ ?

  • ପ୍ରାର୍ଥନା କରନ୍ତୁ । ଯିହୋବାଙ୍କୁ ବୁଦ୍ଧି ଓ ସାହାଯ୍ୟ ପାଇଁ ଗୁହାରି କରନ୍ତୁ ।—ଗୀତ ୬୨:୮

  • ଯାହା ମଧ୍ୟ କାମ ମିଳେ ତାହା କରିବା ପାଇଁ ପ୍ରସ୍ତୁତ ରହନ୍ତୁ, ଯଦିଓ ଆପଣ ସେହି କାମ ଆଗରୁ କରି ନାହାନ୍ତି ।—ସଜା-ହି ୪/୧୦ ପୃ ୩୦-୩୧ର ବକ୍ସ

  • ଉପାସନା ସହ ଜଡ଼ିତ କାମରେ ଲାଗି ରହନ୍ତୁ । ପ୍ରତିଦିନ ବାଇବଲ ପଢ଼ନ୍ତୁ, ଲଗାତାର ସଭାକୁ ଯାʼନ୍ତୁ ଓ ପ୍ରଚାର କରନ୍ତୁ ।

ଏପରି ଘର ତିଆରି କରନ୍ତୁ ଯାହା ଭାଙ୍ଗିବ ନାହିଁ—‘ଆପଣଙ୍କ ପାଖରେ ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ’ ରହନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କିଛି ପରିବାରକୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଛି ?

  • ଆମେ ନିଜ ଜୀବନରେ କେଉଁ କଥାକୁ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ ?

  • ଆମେ ଏପରି ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବା ଯେଉଁମାନଙ୍କୁ ସାହାଯ୍ୟ ଦରକାର ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ