୧୨-୧୮ ସେପ୍ଟେମ୍ବର
୧ ରାଜାବଳୀ ୧୧-୧୨
ଗୀତ ୧୩୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ବୁଝିବିଚାରି ଜୀବନସାଥୀ ବାଛନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୧୨:୨୧-୨୪—ରିହବୀୟାମ ଯେପରି ଭାବେ ଯିହୋବାଙ୍କ ଆଜ୍ଞା ମାନିଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୮.୦୬-ହି ପୃ ୧୩ ¶୬-ପୃ ୧୪ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୧୨:୨୧-୩୩ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ “ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ଜଣେ ବ୍ୟକ୍ତିଙ୍କ ସହ ଅନେକ ଥର ପୁନଃସାକ୍ଷାତ କରିଛନ୍ତି ଏବଂ ସେ ଆହୁରି ଅଧିକ ଜାଣିବାକୁ ଚାହାନ୍ତି । ତାଙ୍କ ସହ ବାଇବଲ ଅଧ୍ୟୟନ ଆରମ୍ଭ ହୋଇଯାଇଛି । ଏବେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାର ପାଠ ୦୧ରୁ ବାଇବଲ ଅଧ୍ୟୟନ ଜାରି ରଖନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୭ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବିବାହ—ଆଜୀବନ ସମ୍ପର୍କ”: (୧୫ ମି.) ଆଲୋଚନା; ବୈବାହିକ ଜୀବନ ପାଇଁ ପ୍ରସ୍ତୁତି—ଭାଗ ୩: ‘ଖର୍ଚ୍ଚର ହିସାବ ଲଗାଇବା’ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୯ ପଏଣ୍ଟ ନଂ. ୧-୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୩ ଏବଂ ପ୍ରାର୍ଥନା