ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୦
  • ୧୩-୧୯ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୦

୧୩-୧୯ ଜୁନ୍‌

୨ ଶାମୁୟେଲ ୧୧-୧୨

  • ଗୀତ ୧୨୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଖରାପ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ଶାମୁ ୧୨:୧୩—ଯିହୋବା କେଉଁ କେଉଁ କାରଣ ଯୋଗୁଁ ଦାଉଦ ଓ ବତ୍‌ଶେବାଙ୍କୁ ମୃତ୍ୟୁଦଣ୍ଡ ଦେଲେ ନାହିଁ ? (ଇନସାଇଟ୍‌-୧ ପୃ ୫୯୦ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ଶାମୁ ୧୧:୧-୧୫ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କୌଣସି ସାଧାରଣ ବିଷୟରେ ଏପରି କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ କିଛି ପୁନଃସାକ୍ଷାତ କଲା ପରେ ଆପଣ ତାଙ୍କୁ ସଜାଗ ହୁଅ ! ସଂଖ୍ୟା ୧ ପତ୍ରିକା ଦେଇପାରିବେ । (ଶିଖାଇବା ଅଧ୍ୟୟନ ୧୩)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପାଠ ୦୫ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୧୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୯

  • “ନିଜ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ”: (୧୫ ମି.) ଆଲୋଚନା; ଧୂମ୍ରପାନ ନିଏ ଜୀବନ ନାମକ ଭିଡିଓ ଦେଖାନ୍ତୁ (ଭିଡିଓ > ଯୁବକଯୁବତୀଙ୍କ ପାଇଁ) ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୦୮

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ