୨-୮ ମେ
୧ ଶାମୁୟେଲ ୨୭-୨୯
ଗୀତ ୭୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଦାଉଦଙ୍କ ଯୁଦ୍ଧ ରଣନୀତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ଶାମୁ ୨୮:୧୫—ଏହି ସମୟରେ ଶାଉଲ ପ୍ରକୃତରେ କାହା ସହ କଥା ହୋଇଥିଲେ ? (ପ୍ର୧୦-ଇଂ ୧/୧ ପୃ ୨୦ ¶୫-୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ଶାମୁ ୨୭:୧-୧୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ପଇସା ପଛରେ ଗୋଡ଼ାନ୍ତୁ ନାହିଁ —ଏବ୍ରୀ ୧୩:୫ ଭିଡିଓ ଦେଖାନ୍ତୁ (ଭିଡିଓ > ଆମ ସଭା ଓ ସେବା) । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପ୍ରଥମ ସାକ୍ଷାତ: (୫ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କୌଣସି ସାଧାରଣ ବିଷୟରେ ଏପରି କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ କିଛି ପୁନଃସାକ୍ଷାତ କଲା ପରେ ଆପଣ ତାଙ୍କୁ ସଜାଗ ହୁଅ ! ସଂଖ୍ୟା ୧ ପତ୍ରିକା ଦେଇପାରିବେ । (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନିର୍ଯ୍ୟାତନା ସମୟରେ ମଜବୁତ୍ ରହନ୍ତୁ: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ (ଭିଡିଓ > ଆମ ସଂଗଠନ) । ତାʼପରେ ପ୍ରଶ୍ନ ପଚାରନ୍ତୁ: ଜର୍ମାନୀର ଭାଇମାନଙ୍କଠାରୁ ଆମେ କʼଣ ଶିଖୁ ? ରୁଷ ଓ ଭୂତପୂର୍ବ ସୋଭିଏତ ସଂଘର ଭାଇମାନଙ୍କଠାରୁ ଆମେ କʼଣ ଶିଖୁ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୦୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୪ ଏବଂ ପ୍ରାର୍ଥନା