ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୮
  • ୪-୧୦ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୪-୧୦ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୮

୪-୧୦ ଏପ୍ରିଲ୍‌

୧ ଶାମୁୟେଲ ୨୦-୨୨

  • ଗୀତ ୯୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଭଲ ସାଙ୍ଗ ହୁଅନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୧ଶାମୁ ୨୧:୧୨, ୧୩—ଦାଉଦ ଯାହା କଲେ ସେଥିରୁ ଆମେ କʼଣ ଶିଖୁ ? (ପ୍ର୦୫-ହି ୩/୧୫ ପୃ ୨୪ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୧ଶାମୁ ୨୨:୧-୧୧ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପୁନଃସାକ୍ଷାତ: (୨ ମି.) ଏପରି ଜଣେ ବ୍ୟକ୍ତିଙ୍କ ସହ ପୁନଃସାକ୍ଷାତ କରନ୍ତୁ, ଯାହାକୁ ଆପଣ ସ୍ମାରକକୁ ନିମନ୍ତ୍ରଣ କରିଥିଲେ ଏବଂ ଯିଏ ଆଗ୍ରହ ଦେଖାଇଥିଲେ । (ଶିଖାଇବା ଅଧ୍ୟୟନ ୬)

  • ପୁନଃସାକ୍ଷାତ: (୫ ମି.) ସ୍ମାରକର ଭାଷଣ ଶେଷ ହେବା ପରେ ସେହି ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ ଯାହାକୁ ଆପଣ ଡାକିଛନ୍ତି । କାର୍ଯ୍ୟକ୍ରମ ବିଷୟରେ ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ! ବହି ପାଠ ୦୪ ପଏଣ୍ଟ ନଂ. ୩ (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୫

  • “ଆପଣ ସୋଶିଆଲ୍‌ ମିଡିଆରେ କାହା ସହ ସାଙ୍ଗ ହୁଅନ୍ତି ?”: (୧୦ ମି.) ଆଲୋଚନା; ସୋଶିଆଲ୍‌ ମିଡିଆ—ଟିକେ ସାବଧାନ ! ନାମକ ଭିଡିଓ ଦେଖାନ୍ତୁ ।

  • ଅତିଥିଙ୍କୁ ସ୍ୱାଗତ କରନ୍ତୁ: (୫ ମି.) ମାର୍ଚ୍ଚ ୨୦୧୬ର ଯେଉଁ ସଭା ପୁସ୍ତିକା ରହିଛି, ସେହି ଲେଖାରୁ ସେବା ଅଧ୍ୟକ୍ଷଙ୍କ ଭାଷଣ । ମଣ୍ଡଳୀରେ କହନ୍ତୁ ଯେ ସ୍ମାରକ ଅଭିଯାନ କିପରି ଚାଲୁଛି । ତାʼପରେ ପୃଷ୍ଠା ୧୦ ଓ ୧୧ରେ ଦିଆଯାଇଥିବା ସ୍ମାରକ ସହ ଜଡ଼ିତ ପଦଗୁଡ଼ିକର ସେଡ୍ୟୁଲ ବିଷୟରେ କହନ୍ତୁ । ସମସ୍ତଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେମାନେ ସ୍ମାରକ ପାଇଁ ନିଜ ହୃଦୟକୁ ପ୍ରସ୍ତୁତ କରିବେ । (ଏଜ୍ରା ୭:୧୦) ସ୍ମାରକର କାର୍ଯ୍ୟକ୍ରମରେ ଉପସ୍ଥିତ ହେବା କିମ୍ବା ଦେଖିବା ବିଷୟରେ ଜରୁରୀ ଘୋଷଣା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବଚନର ପରିଚୟ ପ୍ରଶ୍ନ ୧୫-୧୭

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୯୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ