ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୫
  • ସୃଷ୍ଟିକୁ ଦେଖି ଯିହୋବାଙ୍କ ଉପରେ ଆମର ଭରସା ବଢ଼େ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସୃଷ୍ଟିକୁ ଦେଖି ଯିହୋବାଙ୍କ ଉପରେ ଆମର ଭରସା ବଢ଼େ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ବମ୍ବଲ-ବି ଭଁଅର ହାରେ ନା ପ୍ରବଳ ପବନରୁ
    କʼଣ ଏହାକୁ ସୃଷ୍ଟି କରାଯାଇଥିଲା ?
  • ପିମ୍ପୁଡ଼ିମାନଙ୍କ ମଧ୍ୟରେ ଟ୍ରାଫିକ୍‌ ଜାମ୍‌ କାହିଁକି ହୁଏ ନାହିଁ ?
    କʼଣ ଏହାକୁ ସୃଷ୍ଟି କରାଯାଇଥିଲା ?
  • କିଶୋର-କିଶୋରୀ—ବାପାମାଆଙ୍କୁ ନିଜ ମନ କଥା କହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୫
ଚିତସମୂହ: ୧. ପିମ୍ପୁଗୁକ ପତଖଣ୍‌ତଗୁକୁ ବୋହି ଗୋଟିଏ ଧାରେ ଯାଉଛନ୍ତି । ୨. ମ ମାଛି ଗୋଟିଏ ଫୁଲ ପାଖରେ ଉଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସୃଷ୍ଟିକୁ ଦେଖି ଯିହୋବାଙ୍କ ଉପରେ ଆମର ଭରସା ବଢ଼େ

ଯିହୋବା ଜାଣନ୍ତି ଯେ ଆମର କେଉଁଠାରେ ଉତ୍ତମ ଅଛି । ଯଦି ଆମେ ଏକଥା ଉପରେ ବିଶ୍ୱାସ କରିବା, ତେବେ ଆମେ ତାହାଙ୍କ ଆଜ୍ଞା ମାନିବା । ଏପରି କରିବା ବୁଦ୍ଧିମାନି ହେବ । (ହିତୋ ୧୬:୩, ୯) କିନ୍ତୁ ଯେତେବେଳେ ଆମ ଚିନ୍ତାଧାରା ତାହାଙ୍କ ଚିନ୍ତାଧାରା ସହ ସମାନ ନ ହୁଏ । ତେବେ ତାହାଙ୍କ ଆଜ୍ଞା ମାନିବା ଆମକୁ କଠିନ ଲାଗିପାରେ । ଯଦି ଆମେ ସୃଷ୍ଟିର ଜିନିଷଗୁଡ଼ିକ ଉପରେ ଚିନ୍ତନ କରିବା, ତେବେ ଆମେ ଜାଣିପାରିବା ଯେ ସେ କେତେ ବୁଦ୍ଧିମାନ ଅଟନ୍ତି ଓ ତାଙ୍କ ଉପରେ ଆମର ଭରସା ବଢ଼ିବ ।—ହିତୋ ୩୦:୨୪, ୨୫; ରୋମୀ ୧:୨୦.

କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ପିମ୍ପୁଡ଼ିମାନେ ପରସ୍ପର ମଧ୍ୟରେ କାହିଁକି ଧକ୍କା ହୁଅନ୍ତି ନାହିଁ ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ପିମ୍ପୁଡ଼ିମାନେ ପ୍ରତିଦିନ କʼଣ କରନ୍ତି ?

  • ପିମ୍ପୁଡ଼ିମାନେ ପରସ୍ପର ସହ ଧକ୍କା ନ ହୋଇ କାହିଁକି ଚାଲିପାରନ୍ତି ?

  • ପିମ୍ପୁଡ଼ିମାନଙ୍କୁ ଦେଖି ମଣିଷ କʼଣ ଶିଖିପାରିବ ?

କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ଭଁଅର ଜୋର ପବନରେ ମଧ୍ୟ ଉଡ଼ିପାରେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଛୋଟ ଉଡ଼ାଜାହାଜକୁ ଚଳାଇବାବେଳେ କେଉଁ ସମସ୍ୟା ଆସେ ?

  • ଜୋର ପବନ ହେବାସତ୍ତ୍ୱେ ଭଁଅର କିପରି ଉଡ଼ିପାରେ ?

  • ଭଁଅରର ବୁଦ୍ଧିକୁ ଦେଖି ମଣିଷ ଆଗକୁ ଯାଇ କʼଣ ତିଆରି କରିପାରେ ?

ଆପଣ ଯେଉଁଠି ରହନ୍ତି, ସେଠାରେ କେଉଁ ସୃଷ୍ଟିର ଜିନିଷକୁ ଦେଖି ଆପଣଙ୍କ ବିଶ୍ୱାସ ହୋଇଛି ଯେ ଯିହୋବା ବୁଦ୍ଧିମାନ ଅଟନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ