ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୪
  • ୧୭-୨୩ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୭-୨୩ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୪

୧୭-୨୩ ଜାନୁୟାରୀ

ବିଚାରକର୍ତ୍ତା ୨୦-୨୧

  • ଗୀତ ୪୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ବିଚା ୨୦:୧୬—ପ୍ରାଚୀନ ମସୟରେ ଯୁଦ୍ଧରେ ଛାଟିଣିର ବ୍ୟବହାର କିପରି କରାଯାଉଥିଲା ? (ପ୍ର୧୪-ଇଂ ୫/୧ ପୃ ୧୧ ¶୪-୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ବିଚାରକର୍ତ୍ତା ୨୦:୧-୧୩ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୫)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା  ଅଧ୍ୟୟନ ୧୭)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୩ ¶୧ ଏବଂ ପଏଣ୍ଟ ନଂ. ୧-୩ (ଶିଖାଇବା  ଅଧ୍ୟୟନ ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫

  • “ସୃଷ୍ଟିକୁ ଦେଖି ଯିହୋବାଙ୍କ ଉପରେ ଆମର ଭରସା ବଢ଼େ”: (୧୫ ମି.) ଆଲୋଚନା; କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ପିମ୍ପୁଡ଼ିମାନେ ପରସ୍ପର ମଧ୍ୟରେ କାହିଁକି ଧକ୍କା ହୁଅନ୍ତି ନାହିଁ ? ଏବଂ କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ଭଁଅର ଜୋର ପବନରେ ମଧ୍ୟ ଉଡ଼ିପାରେ ନାମକ ଭିଡିଓ ଦେଖାନ୍ତୁ । ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ନିଜ ପାରିବାରିକ ଉପାସନାରେ “କʼଣ ଏହାକୁ ସୃଷ୍ଟି କରା ଯାଇଥିଲା ?” ଶୃଙ୍ଖଳା ଉପରେ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୪, ପ୍ରଶ୍ନ ୩-୪, ପୃ ୨୯

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୬୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ