ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୧୪
  • ୨୭ ଡିସେମ୍ବର ୨୦୨୧–୨ ଜାନୁୟାରୀ ୨୦୨୨

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ଡିସେମ୍ବର ୨୦୨୧–୨ ଜାନୁୟାରୀ ୨୦୨୨
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୧୪

୨୭ ଡିସେମ୍ବର ୨୦୨୧–୨ ଜାନୁୟାରୀ ୨୦୨୨

ବିଚାରକର୍ତ୍ତା ୧୩–୧୪

  • ଗୀତ ୧୩୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମାନୋହ ଓ ତାଙ୍କ ପତ୍ନୀ ପିତାମାତାଙ୍କ ପାଇଁ ଏକ ଭଲ ଉଦାହରଣ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ବିଚା ୧୪:୨, ୩—ଶାମ୍‌ଶୋନ୍‌ କାହିଁକି ସେହି ପଲେଷ୍ଟୀୟ ଯୁବତୀକୁ “ପସନ୍ଦ” କଲେ ? (ପ୍ର୦୫-ହି ୩/୧୫ ପୃ ୨୬ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ବିଚା ୧୪:୫-୨୦ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • “ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ”: (୧୦ ମି.) ଆଲୋଚନା; ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ ଭିଡିଓ ଦେଖାନ୍ତୁ ।

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୨ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ?, ଓ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୧୦

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୩, ପ୍ରଶ୍ନ ୧-୨, ପୃ ୨୬

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୭୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ