ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୧୧
  • ପବିତ୍ର ଶକ୍ତି ଦ୍ୱାରା ଅସମ୍ଭବ ମଧ୍ୟ ସମ୍ଭବ ହେଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପବିତ୍ର ଶକ୍ତି ଦ୍ୱାରା ଅସମ୍ଭବ ମଧ୍ୟ ସମ୍ଭବ ହେଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୧୧

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପବିତ୍ର ଶକ୍ତି ଦ୍ୱାରା ଅସମ୍ଭବ ମଧ୍ୟ ସମ୍ଭବ ହେଲା

“ନୂଆ ଦୁନିଆର ଲୋକମାନେ ଦିନ ରାତି ସେବା କରୁଛନ୍ତି” ଚଳଚିତର ଏକ ବିଜ୍ଞାପନ ପୋଷ୍ଟର ।

ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ଯିହୋବାଙ୍କ ସେବକମାନେ ଅନେକ ବଡ଼ ବଡ଼ କାମ କରିଛନ୍ତି । ସେମାନେ ଏପରି କି ନିଜ ଶକ୍ତିରୁ ନୁହେଁ ବରଂ ଯିହୋବାଙ୍କ ସାହାଯ୍ୟରୁ କରିପାରିଛନ୍ତି । ୧୯୫୪ ମସିହାରେ ଯିହୋବାଙ୍କ ସଂଗଠନ ଗୋଟିଏ ଚଳଚିତ୍ର ବାହାର କଲା ଯାହାର ନାମ ଥିଲା, ନୂଆ ଦୁନିଆର ଲୋକମାନେ ଦିନ ରାତି ସେବା କରୁଛନ୍ତି । ଏହି ଚଳଚିତ୍ର ବୈଥେଲର ଭାଇଭଉଣୀମାନେ ତିଆରି କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଇଭଉଣୀମାନଙ୍କଠାରେ ଚଳଚିତ୍ର ତିଆରି କରିବାର କୌଣସି ଅନୁଭୂତି ନ ଥିଲା । ଏହି କାମ ବହୁତ କଠିନ ଥିଲା, କିନ୍ତୁ ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ଏହା ସମ୍ଭବ ହୋଇପାରିଲା । ଏଥିରୁ ଆମେ ଶିଖୁ ଯେ ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତେବେ ଆମେ ଯେକୌଣସି କାମ ମଧ୍ୟ କରିପାରିବା ।—ଯିଖ ୪:୬.

“ନୂଆ ଦୁନିଆର ଲୋକମାନେ ଦିନ ରାତି ସେବା କରୁଛନ୍ତି” ଚଳଚିତ୍ର କିପରି ତିଆରି ହେଲା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

  • ବିଶ୍ୱ ମୁଖ୍ୟାଳୟ ବିଷୟରେ ଚଳଚିତ୍ର ତିଆରି କରିବାର ନିଷ୍ପତ୍ତି କାହିଁକି ନିଆଗଲା ?

  • ଏହି ଚଳଚିତ୍ରରୁ କିପରି ଜଣାପଡ଼େ ଯେ ବୈଥେଲର ସଦସ୍ୟ ଗୋଟିଏ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଭଳି ଅଟନ୍ତି ?—୧କରି ୧୨:୧୪-୨୦

  • ଚଳଚିତ୍ର ତିଆରି କରିବାବେଳେ ଭାଇମାନଙ୍କ ଆଗରେ କେଉଁ କେଉଁ ସମସ୍ୟା ଆସିଲା ? ଭାଇମାନେ ତାହା କିପରି ସାମନା କଲେ ?

  • ଏହି ଭିଡ଼ିଓରୁ ଆପଣଙ୍କୁ ଯିହୋବାଙ୍କ ପବିତ୍ର ଶକ୍ତି ବିଷୟରେ କʼଣ ଜଣାପଡ଼େ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ