ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୧୩
  • ସଦାବେଳେ ଯିହୋବାଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସଦାବେଳେ ଯିହୋବାଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଚିନ୍ତାଧାରା କʼଣ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ କାମରୁ ଖୁସି ପାଆନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୧୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସଦାବେଳେ ଯିହୋବାଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ

ଯଦି କୌଣସି ଚାକିରି ଆମକୁ ମିଳୁ ନାହିଁ, ତେବେ ଈଶ୍ୱରଙ୍କ ରାଜ୍ୟ ଓ ତାହାଙ୍କ ଧାର୍ମିକ ମାନଦଣ୍ଡଗୁଡ଼ିକୁ ପ୍ରଥମ ସ୍ଥାନ ଦେବା ଆମ ପାଇଁ କଠିନ ହୋଇପାରେ । ଏପରି ପରିସ୍ଥିତିରେ ହୁଏତ ଆମକୁ ଲାଗିପାରେ ଯାହା ବି ଚାକିରି ମିଳୁଛି ତାହା କରିବା ଉଚିତ୍‌, ତେଣିକି ଯାହା ବି ହେଉ ଏହା ଯିହୋବାଙ୍କ ସେବାରେ ବାଧା ଆଣୁ କିମ୍ବା ତାହାଙ୍କ ଧାର୍ମିକ ମାନଦଣ୍ଡ ବିରୋଧରେ ଯାଉ । କିନ୍ତୁ ଏପରି କରିବା ପରିବର୍ତ୍ତେ ଆମେ ଯିହୋବାଙ୍କ ଉପରେ ଭରସା ରଖିପାରିବା ଯେ ସେ ଆମକୁ ସାହାଯ୍ୟ କରିବେ । ସେ ସେମାନଙ୍କୁ ସାହାଯ୍ୟ କରନ୍ତି, ‘ଯେଉଁମାନଙ୍କର ଅନ୍ତକରଣ ତାହାଙ୍କ ଉପରେ ଲାଗି ରହେ ।’ (୨ବଂଶା ୧୬:୯) ଯିହୋବା ଆମର ପ୍ରେମୀ ପିତା ଅଟନ୍ତି । ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ଆମକୁ ସାହାଯ୍ୟ କରିପାରିବେ ଏବଂ ଆମ ଆବଶ୍ୟକତାଗୁଡ଼ିକ ପୂରଣ କରିପାରିବେ । (ରୋମୀ ୮:୩୨) ତେଣୁ ଚାକିରି ପାଇଁ ନିଷ୍ପତ୍ତି ନେଲାବେଳେ ଆମକୁ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ଓ ତାହାଙ୍କ ସେବାକୁ ସଦାବେଳେ ପ୍ରଥମ ସ୍ଥାନ ଦେବା ଉଚିତ୍‌ ।—ଗୀତ ୧୬:୮.

ଯିହୋବାଙ୍କ ପାଇଁ ହୃଦୟରୁ କାମ କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • “ଯିହୋବାଙ୍କ ପାଇଁ ଦୟରୁ କାମ କର” ଭିଡିଓର ଏକ ଦୃଶ୍ୟ । ଜେସନ କାମ ଜାଗାରେ ଆବର୍ଜନା ପକାଉଛନ୍ତି ।

    ଜେସନ କାହିଁକି ଲାଞ୍ଚ ନେଲା ନାହିଁ ?

  • “ଯିହୋବାଙ୍କ ପାଇଁ ଦୟରୁ କାମ କର” ଭିଡିଓର ଏକ ଦୃଶ୍ୟ । ଜେସନ ଥୋମାସଙ୍କ ସହିତ ବାଇବଲ ଅଧୟନ କରୁଛନ୍ତି ।

    କଲସୀୟ ୩:୨୩ ପଦରେ ଥିବା ପରାମର୍ଶକୁ ଆମେ କିପରି ମାନିପାରିବା ?

  • “ଯିହୋବାଙ୍କ ପାଇଁ ଦୟରୁ କାମ କର” ଭିଡିଓର ଏକ ଦୃଶ୍ୟ । ଜେସନ ଥୋମାସଙ୍କ ସହିତ ବାଇବଲ ଅଧୟନ କରୁଛନ୍ତି ।

    ଜେସନଙ୍କ କଥାବାର୍ତ୍ତା ଥୋମାସକୁ କʼଣ ପ୍ରଭାବ ପକାଇଲା ?

  • “ଯିହୋବାଙ୍କ ପାଇଁ ଦୟରୁ କାମ କର” ଭିଡିଓର ଏକ ଦୃଶ୍ୟ । ଜେସନ ଥୋମାସ କାମ ଜାଗାରୁ ବାହାରୁଛନ୍ତି, ଯାହାଫଳରେ ସେମାନେ ଠିକ୍‌ ସମୟରେ ସଭାରେ ପହଞ୍ଚିପାରିବେ ।

    ଆପଣ ଯାହା ମଧ୍ୟ ନିଷ୍ପତ୍ତି ନିଅନ୍ତି କିମ୍ବା କାମ କରନ୍ତି, ଯିହୋବାଙ୍କୁ ଧ୍ୟାନରେ ରଖି କରନ୍ତୁ

    ମାଥିଉ ୬:୨୨ ପଦରେ ଥିବା ପରାମର୍ଶକୁ ଆମେ କିପରି ମାନିପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ