ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୯
  • ୪-୧୦ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୪-୧୦ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୯

୪-୧୦ ଅକ୍ଟୋବର

ଯିହୋଶୂୟ ୮–୯

  • ଗୀତ ୧୨୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଗିବୀୟୋନୀୟମାନଙ୍କ ଘଟଣାରୁ ଆମେ କʼଣ ଶିଖୁ ?” (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଯିହୋ ୮:୨୯—ଜଣେ ରାଜାଙ୍କୁ କାହିଁକି କାଠ ଖୁଣ୍ଟରେ କଣ୍ଟା ପିଟି ମାରି ଦିଆଗଲା ? (ଇନସାଇଟ୍‌-୧ ପୃ ୧୦୩୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଯିହୋ ୮:୨୮–୯:୨ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୨)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । ତାʼପରେ ରାଜ୍ୟଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ ଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) (ଶିଖାଇବା  ଅଧ୍ୟୟନ ୧୧)

  • ଭାଷଣ: (୫ ମି.) ଇନସାଇଟ୍‌-୧ ପୃ ୫୨୦; ୫୨୫ ¶୧—ବିଷୟବସ୍ତୁ: ଯିହୋଶୂୟ ଗିବୀୟୋନୀୟମାନଙ୍କୁ ଯେଉଁ ଚୁକ୍ତି କଲେ ସେଥିରୁ ଆମେ କʼଣ ଶିଖୁ ? (ଶିଖାଇବା  ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୩

  • ନମ୍ର ହୁଅନ୍ତୁ (୧ପିତ ୫:୫): (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ ତାʼପରେ ପ୍ରଶ୍ନ ପଚାରନ୍ତୁ: ପିତର ଓ ଯୋହନ ନିସ୍ତାର ପର୍ବ ପାଇଁ କʼଣ କʼଣ ପ୍ରସ୍ତୁତ କଲେ ? ଯୀଶୁ ନିଜ ମୃତ୍ୟୁର ପୂର୍ବ ରାତି ନମ୍ରତା ବିଷୟରେ କିପରି ଶିଖାଇଲେ ? ଆମେ କିପରି ଜାଣୁ ଯେ ନମ୍ରତାର ସେହି ଶିକ୍ଷା ପିତର ଓ ଯୋହନଙ୍କ ହୃଦୟରେ ବସି ଯାଇଥିଲା ? ଆମେ ମଧ୍ୟ ନମ୍ର ହୋଇ କʼଣ କʼଣ କରିପାରିବା ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୭, ପ୍ରଶ୍ନ ୧-୩, ପୃ ୧୪-୧୫

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୨୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ