ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୧୫
  • ୩୦ ଅଗଷ୍ଟ–୫ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୦ ଅଗଷ୍ଟ–୫ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୧୫

୩୦ ଅଗଷ୍ଟ–୫ ସେପ୍ଟେମ୍ବର

ଦ୍ୱିତୀୟ ବିବରଣ ୩୧-୩୨

  • ଗୀତ ୭୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଗୀତରେ ଥିବା ଦୃଷ୍ଟାନ୍ତଗୁଡ଼ିକରୁ ଶିଖନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଦ୍ୱିବି ୩୧:୧୨—ଏ ପଦ ଅନୁସାରେ ଖ୍ରୀଷ୍ଟିୟାନ ବାପାମାଆ କʼଣ କରିପାରିବେ ? (ପ୍ର୦୪-ହି ୯/୧୫ ପୃ ୨୭ ¶୧୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଦ୍ୱିବି ୩୨:୩୬-୫୨ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣଙ୍କ ଆବଶ୍ୟକତା ଅନୁସାରେ କଥା ଆଗକୁ ବଢ଼ାନ୍ତୁ ଏବଂ କୌଣସି ପଦ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୨)

  • ଭାଷଣ: (୫ ମି.) ପ୍ର୦୭-ଇଂ ୫/୧୫ ପୃ ୧୫-୧୬—ବିଷୟବସ୍ତୁ: ଆପଣଙ୍କ ପିଲାମାନେ ଆପଣଙ୍କୁ ଦେଖି ଶିଖନ୍ତି (ଶିଖାଇବା ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୫

  • ନେତୃତ୍ୱ ନେଉଥିବା ଭାଇମାନଙ୍କଠାରୁ ଶିଖନ୍ତୁ: (୧୫ ମି.) ଆଲୋଚନା; ଯେଉଁମାନେ ନେତୃତ୍ୱ ନିଅନ୍ତି ସେମାନଙ୍କୁ ମନେ ପକାଅ (ଏବ୍ରୀ ୧୩:୭) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଭାଇ ଟି.ଜେ. ସଲିବନ, ଜର୍ଜ ଗାଙ୍ଗସ, କାର୍ଲ କ୍ଳାଇନ ଓ ଡାନିଏଲ ସିଡଲିକଙ୍କଠାରୁ ଆମେ କʼଣ ଶିଖିପାରିବା ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୪, ପ୍ରଶ୍ନ ୪-୫, ପୃ ୯

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୨୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ