ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୧୦
  • ୯-୧୫ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୯-୧୫ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୧୦

୯-୧୫ ଅଗଷ୍ଟ

ଦ୍ୱିତୀୟ ବିବରଣ ୨୪-୨୬

  • ଗୀତ ୧୩୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମୋଶାଙ୍କ ନିୟମରୁ ଜଣାପଡ଼େ ଯିହୋବା ସ୍ତ୍ରୀ ଲୋକମାନଙ୍କର ଯତ୍ନ ନିଅନ୍ତି”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଦ୍ୱିବି ୨୪:୧—ଏହା କହିବା କାହିଁକି ସଠିକ୍‌ ନୁହେଁ ଯେ ମୋଶାଙ୍କ ନିୟମ ଅନୁସାରେ ଜଣେ ବ୍ୟକ୍ତି ଛୋଟ ଛୋଟ କାରଣ ପାଇଁ ମଧ୍ୟ ଛାଡ଼ପତ୍ର ଦେଇପାରୁଥିଲା ? (ଇନସାଇଟ୍‌-୧ ପୃ ୬୪୦ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଦ୍ୱିବି ୨୬:୪-୧୯ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)

  • ଭାଷଣ: (୫ ମି.) ପ୍ର୧୯-ହି ୬ ପୃ ୨୩-୨୪ ¶୧୩-୧୬—ବିଷୟବସ୍ତୁ: ନିଜ ଜୀବନସାଥୀଙ୍କୁ ହରାଇଥିବା ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ ଓ ସାହାଯ୍ୟ କରନ୍ତୁ (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୦୦

  • “ବୃଦ୍ଧା ଭଉଣୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ଭଉଣୀ ବୋଲି ମନେ କରନ୍ତୁ”: (୧୫ ମି.) ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ—ବିଧବା ଓ ଅନାଥମାନଙ୍କୁ ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୩, ପ୍ରଶ୍ନ ୧-୨, ପୃ ୬

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୯୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ