ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୬
  • ୧୯-୨୫ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୬

୧୯-୨୫ ଜୁଲାଇ

ଦ୍ୱିତୀୟ ବିବରଣ ୧୬-୧୮

  • ଗୀତ ୧୧୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସଠିକ୍‌ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଦ୍ୱିବି ୧୭:୭—ଯେତେବେଳେ ଜଣେ ଦୋଷୀକୁ ପଥର ମାରି ମାରି ହତ୍ୟା କରିବାର ଥିଲା, ସବୁଠୁ ଆଗ ସାକ୍ଷୀମାନେ କାହିଁକି ତାକୁ ପଥର ମାରିବାର ଥିଲା ? (ଇନସାଇଟ୍‌-୧ ପୃ ୭୮୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଦ୍ୱିବି ୧୬:୯-୨୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ କଥା ହୁଅନ୍ତି, ତାʼ ଅନୁସାରେ କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ଶିକ୍ଷା ଉପକରଣ ବକ୍ସରୁ କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)

  • ଭାଷଣ: (୫ ମି.) ଇନସାଇଟ୍‌-୧ ପୃ ୫୧୯ ¶୪—ବିଷୟବସ୍ତୁ: କʼଣ ଖ୍ରୀଷ୍ଟିୟାନ ମଣ୍ଡଳୀରେ ମଧ୍ୟ ନ୍ୟାୟୀ ବା ବିଚାରକର୍ତ୍ତା ଥାʼନ୍ତି ? (ଶିଖାଇବା ଅଧ୍ୟୟନ ୧୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୧

  • କʼଣ ଆପଣ ଅଗ୍ରଦୂତ ସେବା କରିପାରିବେ ?: (୧୦ ମି.) ଆଲୋଚନା; ସେବା ଅଧ୍ୟକ୍ଷ ଏହି ଭାଗକୁ ଉପସ୍ଥାପନ କରିବେ । ଏହି ଭାଗ ୨୦୧୬ ଜୁଲାଇର ସଭା ପୁସ୍ତିକାର ଲେଖାଗୁଡ଼ିକ ଉପରେ ଆଧାରିତ: “କʼଣ ଆପଣ ବର୍ଷେ ପାଇଁ ଏହାକୁ ଆପଣାଇ ଦେଖିବେ ?” ଏବଂ “ଅଗ୍ରଦୂତ ସେବା ପାଇଁ ସମୟ ସାରଣୀ।” ଯିହୋବା ପ୍ରଚାର କରିବାରେ ସାହାଯ୍ୟ କରନ୍ତି ନାମକ ଭିଡିଓ ଦେଖାନ୍ତୁ ଏବଂ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପୃ ୨ର ଅନୁଚ୍ଛେଦ, ପାଠ ୧, ପ୍ରଶ୍ନ ୧-୩, ପୃ ୨-୩

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୬୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ