ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୧୨
  • ୧୪-୨୦ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୪-୨୦ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୧୨

୧୪-୨୦ ଜୁନ୍‌

ଦ୍ୱିତୀୟ ବିବରଣ ୫-୬

  • ଗୀତ ୧୩୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କୁ ପ୍ରେମ କରିବା ନିଜ ପିଲାଙ୍କୁ ଶିଖାନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଦ୍ୱିବି ୫:୨୧—‘ତୁମ୍ଭେ ଲୋଭ କରିବ ନାହିଁ,’ ଏହି ନିୟମରୁ ଆମେ କʼଣ ଶିଖୁ ? (ପ୍ର୧୯.୦୨-ହି ପୃ ୨୨ ¶୧୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଦ୍ୱିବି ୫:୧-୨୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବାକୁ ଚାହିଁବେ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା  ଅଧ୍ୟୟନ ୯)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟରେ ଆଗ୍ରହ ଦେଖାନ୍ତି, ସେ ଅନୁସାରେ କଥା ଆଗକୁ ବଢ଼ାନ୍ତୁ ଏବଂ କୌଣସି ପଦ ଦେଖାନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ବାଇବଲ ଅଧ୍ୟୟନ: (୫ ମି.) ଖୁସିର ଖବର ପାଠ ୯ ¶୬-୭ (ଶିଖାଇବା  ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୦୫

  • “ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ”: (୧୫ ମି.) ଆଲୋଚନା; ନିଜ ପରିବାରକୁ ପ୍ରେମ କରିବା ଜାରି ରଖନ୍ତୁ ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଭାଗ ୫ ଓ ୬, ପୃ ୧୨-୧୫

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୧୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ