ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୩
  • ଅତ୍ୟାଚାରର ଅନ୍ଧାରରେ ଲୋକଙ୍କୁ ସାକ୍ଷ୍ୟ ମିଳିଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅତ୍ୟାଚାରର ଅନ୍ଧାରରେ ଲୋକଙ୍କୁ ସାକ୍ଷ୍ୟ ମିଳିଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଆପଣ ଅତ୍ୟାଚାରର ସାମନା କରିପାରିବେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ଭଳି ମୃଦୁଶୀଳ ବ୍ୟକ୍ତି ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅତ୍ୟାଚାରର ଅନ୍ଧାରରେ ଲୋକଙ୍କୁ ସାକ୍ଷ୍ୟ ମିଳିଲା

ଆମ ବିରୋଧୀମାନେ ପ୍ରଚାର କାମକୁ ରୋକିବା ପାଇଁ ଆମ ଉପରେ ଅତ୍ୟାଚାର କରନ୍ତି । କିନ୍ତୁ ଯଦି ଆମେ ଅତ୍ୟାଚାର ସହିବା ସତ୍ତ୍ୱେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତେବେ ଅନ୍ୟମାନଙ୍କୁ ସତ୍ୟ ଜାଣିବା ପାଇଁ ସୁଯୋଗ ମିଳିଥାଏ ।

ଭାଇ ଦିମିତ୍ରୀ ମିଖାଏଲଭଙ୍କ ସହ ସାକ୍ଷାତ୍‌କାର ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଭାଇ ଦିମିତୀ ମିଖାଏଲଭଙ୍କ ସହ ସାକ୍ଷାକାର’ ନାମକ ଭିଡିଓର ଏକ ଦୃଶ୍ୟ । ଦୁଇ ଜଣ ପୋଲିସ ଭାଇ ଦିମିତୀଙ୍କୁ ଧରି ନେଉଛନ୍ତି ।

    ଭାଇ ଦିମିତ୍ରୀଙ୍କ ସହ କʼଣ କʼଣ ହେଲା ?

  • ‘ଭାଇ ଦିମିତୀ ମିଖାଏଲଭଙ୍କ ସହ ସାକ୍ଷାକାର’ ନାମକ ଭିଡିଓର ଏକ ଦୃଶ୍ୟ । ଭାଇ ଦିମିତୀ ଜେଲରେ ଚିଠି ଲେଖୁଛନ୍ତି। ପାଖରେ ଥିବା ଟେବୁଲ ଉପରେ ତାଙ୍କ ପନୀଙ୍କ ଚିଠି ଅଛି ।

    ଯିହୋବା ଈଶ୍ୱର ଭାଇ ଦିମିତ୍ରୀଙ୍କୁ କିପରି ସମ୍ଭାଳିଲେ ?

  • ଯେତେବେଳେ ଭାଇ ଦିମିତ୍ରୀଙ୍କୁ ଜେଲରେ ରଖାଗଲା, ଯିହୋବା କିପରି ଅନ୍ୟ କଏଦୀମାନଙ୍କ ପାଇଁ ସତ୍ୟ ଜାଣିବାର ରାସ୍ତା ଖୋଲି ଦେଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ