ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୧
  • ୧୨-୧୮ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୨-୧୮ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୧

୧୨-୧୮ ଏପ୍ରିଲ୍‌

ଗଣନା ପୁସ୍ତକ ୨୦-୨୧

  • ଗୀତ ୧୧୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସମସ୍ୟା ଆସିଲେ ଶାନ୍ତ ଓ ନମ୍ର ହୋଇ ରହନ୍ତୁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଗଣ ୨୦:୨୩-୨୭—ଯେତେବେଳେ ହାରୋଣଙ୍କୁ ତାଙ୍କ ଭୁଲ ବିଷୟରେ କୁହାଗଲା, ସେ କʼଣ କଲେ ଏବଂ ଏଥିରୁ ଆମେ କʼଣ ଶିଖୁ ? ଯିହୋବା ହାରୋଣଙ୍କୁ କିଭଳି ଦୃଷ୍ଟିରେ ଦେଖିଲେ ଏବଂ ଏଥିରୁ ଆମେ କʼଣ ଶିଖୁ ? (ପ୍ର୧୪-ହି ୬/୧୫ ପୃ ୨୬ ¶୧୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଗଣ ୨୦:୧-୧୩ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ଭାଷଣ: (୫ ମି.) ସଜା-ହି ୪/୧୫ ପୃ ୯—ବିଷୟବସ୍ତୁ: ମୁଁ ନିଜ କ୍ରୋଧକୁ କିପରି ନିୟନ୍ତ୍ରଣ କରିପାରିବି ? (ଶିଖାଇବା  ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୯୦

  • “ଏପରି କଥା ହୁଅନ୍ତୁ ଯାହା ଅନ୍ୟମାନଙ୍କ ସାହସ ବଢ଼ାଏ”: (୭ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଯଦି ଆମେ ଅନ୍ୟମାନଙ୍କ ସାମନାରେ କାହାରି ନିନ୍ଦା କରିବା କିମ୍ବା ଭୁଲ ବାହାର କରିବା, ତେବେ ସେମାନଙ୍କ ଉପରେ ଏହାର କʼଣ ପ୍ରଭାବ ପଡ଼ିବ ? ଭାଇ ନିଜ ଚିନ୍ତାଧାରାକୁ କିପରି ବଦଳାଇପାରିଲେ ?

  • ସାଙ୍ଗସାଥୀଙ୍କ କଥାରେ ପଡ଼ନ୍ତୁ ନାହିଁ !: (୮ ମି.) ଆଲୋଚନା; ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଅନେକ ଲୋକଙ୍କ ଉପରେ କʼଣ କରିବା ପାଇଁ ଚାପ ଆସେ ? ଯାତ୍ରା ପୁସ୍ତକ ୨୩:୨ ପଦରେ କʼଣ ପରାମର୍ଶ ଦିଆଯାଇଛି ? ଆମେ କେଉଁ ଚାରୋଟି କଥା ପ୍ରତି ଧ୍ୟାନ ଦେବା ଉଚିତ୍‌, ଯାହାଫଳରେ ଆମେ ଅନ୍ୟମାନଙ୍କ କଥାରେ ପଡ଼ିବା ନାହିଁ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୩

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୦୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ