ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୬
  • ୨୨-୨୮ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୬

୨୨-୨୮ ମାର୍ଚ୍ଚ

ଗଣନା ପୁସ୍ତକ ୧୩-୧୪

  • ଗୀତ ୧୧୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବିଶ୍ୱାସ ଥିଲେ ଆମେ ସାହସୀ ହେବା”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଗଣ ୧୩:୨୭—ଗୁପ୍ତଚରମାନେ କʼଣ ଖବର ଦେଲେ ? ଏହି ଖବର ସେମାନଙ୍କ ବିଶ୍ୱାସ କିପରି ମଜବୁତ୍‌ କରିପାରିଥାʼନ୍ତା ? (ଲେବୀ ୨୦:୨୪; ଇନସାଇଟ୍‌-୧ ପୃ ୭୪୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଗଣ ୧୩:୧-୨୦ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଭାଷଣ: (୫ ମି.) ପ୍ର୧୫-ହି ୯/୧୫ ପୃ ୧୪-୧୬ ¶୮-୧୨—ବିଷୟବସ୍ତୁ: ନିଜ ବିଶ୍ୱାସକୁ ଯାଞ୍ଚ କରିବା ପାଇଁ ନିଜକୁ ପ୍ରଶ୍ନ ପଚାରନ୍ତୁ (ଶିଖାଇବା  ଅଧ୍ୟୟନ ୧୪)

  • “ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ପ୍ରଶ୍ନ ପଚାରନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ପ୍ରଶ୍ନ ପଚାରନ୍ତୁ ନାମକ ଭିଡିଓ ଦେଖାନ୍ତୁ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୩

  • “ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ପ୍ରଚାର କରିବା ପାଇଁ ”: (୮ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: କିଟି କେଲି କାହିଁକି ଡରୁଥିଲେ ? ସେ କିପରି ନିଜଠାରେ ସାହସ ବଢ଼ାଇପାରିଲେ ? ସେ ସାହସୀ ହେବା ଯୋଗୁଁ କʼଣ ଭଲ ପରିଣାମ ହେଲା ?

  • “ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ନିଷ୍ପକ୍ଷ ରହିବା ପାଇଁ ”: (୭ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଆଏଙ୍ଗେ ସିଲୁଙ୍କ ଜୀବନରେ କେଉଁସବୁ ସମସ୍ୟା ଆସିଲା ? ସେ କେଉଁଥିରୁ ସାହସ ପାଇଲେ ? କେଉଁ କଥା ବୁଝିବା ଯୋଗୁଁ ସେ ଯିହୋବାଙ୍କ ଉପରେ ଭରସା ରଖିପାରିଲେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୨୦-୨୨, ପୃ ୨୩୫-୨୩୭

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୧୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ