ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୩
  • ୮-୧୪ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୩

୮-୧୪ ମାର୍ଚ୍ଚ

ଗଣନା ପୁସ୍ତକ ୯-୧୦

  • ଗୀତ ୩୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଗଣ ୯:୧୩ —ଏହି ନିୟମରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖନ୍ତି ? (ଇନସାଇଟ୍‌-୧ ପୃ ୧୯୯ ¶୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଗଣ ୧୦:୧୭-୩୬ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ସ୍ମାରକ ନିମନ୍ତ୍ରଣ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଯଦି ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ  ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଭିଡିଓର କିଛି ମୁଖ୍ୟ କଥା ବିଷୟରେ କୁହନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

  • ପୁନଃସାକ୍ଷାତ: (୩ ମି.) ଆପଣଙ୍କ ଜଣେ ସହକର୍ମୀ କିମ୍ବା ସହପାଠୀଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ, ଯାହାଙ୍କୁ ଆପଣ ପୂର୍ବେ ସାକ୍ଷ୍ୟ ଦେଇଥିଲେ । (ଶିଖାଇବା  ଅଧ୍ୟୟନ ୨)

  • ବାଇବଲ ଅଧ୍ୟୟନ: (୫ ମି.) ଆମକୁ ଶିଖାଏ ପୃ ୨୧୪, ଅଧିକ ବିବରଣୀ ୧୬—ଆପଣଙ୍କ ବିଦ୍ୟାର୍ଥୀଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ । ତାଙ୍କୁ ବୁଝାନ୍ତୁ ଯେ ସେ ସ୍ମାରକରେ କାହିଁକି ରୋଟୀ ଖାଇବା କିମ୍ବା ଦ୍ରାକ୍ଷାରସ ପିଇବା ଉଚିତ୍‌ ନୁହେଁ । (ଶିଖାଇବା  ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୪

  • ବୈଥେଲରେ ପରିବର୍ତ୍ତନ ଯୋଗୁଁ ପ୍ରଚାର କାମରେ ଉନ୍ନତି: (୧୦ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ୨୦୧୫ର ବାର୍ଷିକ ସଭାରେ କେଉଁ ପରିବର୍ତ୍ତନଗୁଡ଼ିକ ବିଷୟରେ ଘୋଷଣା କରାଯାଇଥିଲା ? ଏହି ପରିବର୍ତ୍ତନ କରିବାର ଦୁଇଟି କାରଣ କʼଣ ? ବୈଥେଲରେ କʼଣ କʼଣ ପରିବର୍ତ୍ତନ କରାଗଲା ? ଏଥିରୁ କʼଣ ଲାଭ ହୋଇଛି ? ଏହି ଘୋଷଣା ପରେ ବ୍ରିଟେନରେ ନୂଆ ଶାଖା କାର୍ଯ୍ୟାଳୟ ନିର୍ମାଣ କରିବାର ଯୋଜନାରେ କʼଣ କʼଣ ପରିବର୍ତ୍ତନ କରାଗଲା ? ଏହି ପରିବର୍ତ୍ତନଗୁଡ଼ିକରୁ କିପରି ପ୍ରମାଣିତ ହୁଏ ଯେ ଯିହୋବା ନିଜ ଲୋକମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ?

  • ଆମେ ବୈଥେଲକୁ କାହିଁକି ଆସିଲୁ: (୫ ମି.) ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୧-୧୦

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୩୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ