ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୨
  • ୧-୭ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୨

୧-୭ ମାର୍ଚ୍ଚ

ଗଣନା ପୁସ୍ତକ ୭-୮

  • ଗୀତ ୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଗଣ ୮:୧୭—ଯିହୋବା ଇସ୍ରାଏଲୀୟମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କ ବିଷୟରେ କʼଣ କହିଥିଲେ ? (ଇନସାଇଟ୍‌-୧ ପୃ ୮୩୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଗଣ ୭:୧-୧୭ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ସ୍ମାରକ ନିମନ୍ତ୍ରଣ: (୨ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

  • ପୁନଃସାକ୍ଷାତ: (୩ ମି.) ଏପରି ଜଣେ ବ୍ୟକ୍ତିଙ୍କ ସହ ପୁନଃସାକ୍ଷାତ କରନ୍ତୁ, ଯାହାଙ୍କୁ ଆପଣ ସ୍ମାରକକୁ ନିମନ୍ତ୍ରଣ କରିଥିଲେ ଏବଂ ଯିଏ ଆଗ୍ରହ ଦେଖାଇଥିଲେ । (ଶିଖାଇବା  ଅଧ୍ୟୟନ ୬)

  • ପୁନଃସାକ୍ଷାତ: (୩ ମି.) ଏପରି ଜଣେ ବ୍ୟକ୍ତିଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ, ଯାହାଙ୍କର ଆପଣ ପୂର୍ବେ ବାଇବଲ ଅଧ୍ୟୟନ କରାଉଥିଲେ । (ଶିଖାଇବା  ଅଧ୍ୟୟନ ୧୨)

  • ପୁନଃସାକ୍ଷାତ: (୩ ମି.) ଏପରି ଜଣେ ସମ୍ପର୍କୀୟଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ, ଯାହାଙ୍କୁ ଆପଣ ପୂର୍ବେ ସାକ୍ଷ୍ୟ ଦେଇଥିଲେ । (ଶିଖାଇବା  ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୪

  • ସଂଗଠନକୁ ମିଳିଥିବା ସଫଳତା: (୫ ମି.) ମାର୍ଚ୍ଚ ମାସର ସଂଗଠନକୁ ମିଳିଥିବା ସଫଳତା  ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ଆବଶ୍ୟକତା: (୧୦ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର  ଅଧ୍ୟାୟ ୧୬ ¶୧୯-୨୨, ପୃ ୨୨୨-୨୨୫

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ