ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଡିସେମ୍ବର ପୃଷ୍ଠା ୫
  • ୨୧-୨୭ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୧-୨୭ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଡିସେମ୍ବର ପୃଷ୍ଠା ୫

୨୧-୨୭ ଡିସେମ୍ବର

ଲେବୀ ପୁସ୍ତକ ୧୪-୧୫

  • ଗୀତ ୧୨୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବା ଚାହାନ୍ତି ଯେ ତାହାଙ୍କ ଉପାସକମାନେ ଶୁଦ୍ଧ ରହନ୍ତୁ”: (୧୦ ମି.)

    • ଲେବୀ ୧୫:୧୩-୧୫—ପୁରୁଷମାନେ ନିଜକୁ ଶୁଦ୍ଧ କରିବାର ଥିଲା (ଇନସାଇଟ୍‌-୧ ପୃ ୨୬୩)

    • ଲେବୀ ୧୫:୨୮-୩୦—ସ୍ତ୍ରୀଲୋକମାନେ ନିଜକୁ ଶୁଦ୍ଧ କରିବାର ଥିଲା (ଇନସାଇଟ୍‌-୨ ପୃ ୩୭୨ ¶୨)

    • ଲେବୀ ୧୫:୩୧—ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନେ ଶୁଦ୍ଧ ଉପାସନା କରନ୍ତୁ (ଇନସାଇଟ୍‌-୧ ପୃ ୧୧୩୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଲେବୀ ୧୪:୧୪, ୧୭, ୨୫, ୨୮—ଜଣେ ବ୍ୟକ୍ତିର ଡାହାଣ କାନରେ ଏବଂ ହାତ ଓ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ରକ୍ତ କିମ୍ବା ତେଲ ଲଗାଇବାର ଅର୍ଥ କʼଣ ଥିଲା ? (ଇନସାଇଟ୍‌-୧ ପୃ ୬୬୫ ¶୫; ପ୍ର୧୪-ହି ୧୧/୧୫ ପୃ ୯ ¶୭)

    • ଲେବୀ ୧୪:୪୩-୪୫—କ୍ଷୟ କୁଷ୍ଠ ବିଷୟରେ ଯେଉଁ ନିୟମ ଥିଲା, ସେଥିରୁ ଇସ୍ରାଏଲୀୟମାନେ ଯିହୋବାଙ୍କ ବିଷୟରେ କʼଣ ଶିଖିପାରୁଥିଲେ ? (ସଜା-ହି ୪/୦୬ ପୃ ୧୨, ବକ୍ସ)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଲେବୀ ୧୪:୧-୧୮ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ ଆଗ୍ରହ ଦେଖାନ୍ତି, ତାʼ ସହ ଜଡ଼ିତ କୌଣସି ପତ୍ରିକା ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୬)

  • ପୁନଃସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍‌) ଖୁସିର ଖବର ପାଠ ୧୧ ¶୬-୭ (ଶିଖାଇବା  ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୬

  • “ଯାହା କେବେ ହେବ ନାହିଁ ପୁରୁଣା !”: (୧୦ ମି.) ଆଲୋଚନା

  • ସଂଗଠନକୁ ମିଳିଥିବା ସଫଳତା: (୫ ମି.) ଡିସେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୩ ¶୧୩-୨୨, ଅଧିକ ବିବରଣୀ—୨୮, ୨୯

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୧୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ