୭-୧୩ ଡିସେମ୍ବର
ଲେବୀ ପୁସ୍ତକ ୧୦-୧୧
ଗୀତ ୩୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପରିବାରଠାରୁ ବେଶି ଯିହୋବାଙ୍କୁ ପ୍ରେମ କରନ୍ତୁ”: (୧୦ ମି.)
ଲେବୀ ୧୦:୧, ୨—ଯିହୋବା ନାଦବ ଓ ଅବୀହୂକୁ ମୃତ୍ୟୁଦଣ୍ଡ ଦେଲେ, କାରଣ ସେମାନେ ନିୟମ ବିରୁଦ୍ଧରେ ଯାଇ ନିଆଁ ଦେଲେ (ଇନସାଇଟ୍-୧ ପୃ ୧୧୭୪)
ଲେବୀ ୧୦:୪, ୫—ସେମାନଙ୍କ ଶବଗୁଡ଼ିକୁ ଛାଉଣି ବାହାରକୁ ନିଆଗଲା
ଲେବୀ ୧୦:୬, ୭—ଯିହୋବା ହାରୋଣ ଓ ତାଙ୍କ ପୁଅମାନଙ୍କୁ କହିଲେ ଯେ ସେମାନେ ଶୋକ ନ କରନ୍ତୁ (ପ୍ର୧୧-ହି ୭/୧୫ ପୃ ୩୧ ¶୧୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଲେବୀ ୧୦:୮-୧୧—ଏହି ପଦଗୁଡ଼ିକରୁ ଆମେ କʼଣ ଶିଖୁ ? (ପ୍ର୧୪-ହି ୧୧/୧୫ ପୃ ୧୭ ¶୧୮)
ଲେବୀ ୧୧:୮—ନିୟମ ଅନୁସାରେ ଯେଉଁ ପଶୁଗୁଡ଼ିକ ଅଶୁଦ୍ଧ ଥିଲେ, କʼଣ ଖ୍ରୀଷ୍ଟିୟାନମାନେ ସେହି ପଶୁଗୁଡ଼ିକୁ ଖାଇପାରିବେ ? (ଇନସାଇଟ୍-୧ ପୃ ୧୧୧ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଲେବୀ ୧୦:୧-୧୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଭାଇ ଅମର କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ କିପରି ପାର କଲେ ? ଆପଣ ଗୀତସଂହିତା ୧:୧, ୨ ପଦକୁ କିପରି ଭାବେ ବୁଝାଇପାରିବେ ?
ପ୍ରଥମ ସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । ତାʼପରେ ରାଜ୍ୟଘରେ କʼଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୨୦)
ଭାଷଣ: (୫ ମି. କିମ୍ବା କମ୍) ପ୍ର୧୧-ହି ୨/୧୫ ପୃ ୧୨—ବିଷୟବସ୍ତୁ: ଇଲିୟାସର ଓ ଈଥାମର ଉପରେ ମୋଶା କାହିଁକି କ୍ରୋଧ କଲେ ଏବଂ ତାଙ୍କ କ୍ରୋଧ କିପରି ଶାନ୍ତ ହେଲା ? (ଶିଖାଇବା ଅଧ୍ୟୟନ ୧୨)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବାଙ୍କ ଅନୁଶାସନକୁ ସହଯୋଗ କରି ପ୍ରେମ ଦେଖାନ୍ତୁ”: (୧୫ ମି.) ଆଲୋଚନା; ସମ୍ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୨ ¶୧୮-୨୨, ପୃ ୧୬୯-୧୭୧
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୦୯ ଏବଂ ପ୍ରାର୍ଥନା