ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୮
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବିତରଣ କରନ୍ତୁ
    ଆମ ରାଜ୍ୟ ସେବା—୧୯୯୭
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୮
ଜଣେ ଭାଇ ଓ ଜଣେ ଭଉଣୀ କାର୍ଟ ପାଖରେ ଠିଆ ହୋଇଛନ୍ତି ଏବଂ ଲୋକମାନଙ୍କୁ ସାକ୍ଷ୍ୟ ଦେଉଛନ୍ତି । ଗୋଟିଏ କାର୍ଟ ଉପରେ ‘ହରୀଦୁର୍ଗ’ ସଂଖ୍ୟା ୨, ୨୦୨୦ର ପତକା ରଖା ହୋଇଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ

‘ହରୀଦୁର୍ଗ’ ସଂଖ୍ୟା ୨, ୨୦୨୦ର ବିଷୟ ହେଉଛି ‘ଈରଙ୍କ ରାଜ୍ୟ କʼଣ ଅଟେ ?’

ଯୀଶୁ “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ପ୍ରଚାର କଲେ । (ଲୂକ ୪:୪୩) ସେ ଲୋକମାନଙ୍କୁ ଏହି ରାଜ୍ୟ ବିଷୟରେ ପ୍ରାର୍ଥନା କରିବା ମଧ୍ୟ ଶିଖାଇଲେ । (ମାଥି ୬:୯, ୧୦) ନଭେମ୍ବର ମାସରେ ଆମେ ଲୋକଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହିବାରେ ବହୁତ ପରିଶ୍ରମ କରିବା । (ମାଥି ୨୪:୧୪) କʼଣ ଆପଣ ଏହି ଅଭିଯାନରେ ଅଧିକରୁ ଅଧିକ ଭାଗ ନେବା ପାଇଁ ନିଜ ଦୈନନ୍ଦିନ ଜୀବନର କାମଗୁଡ଼ିକରେ କିଛି ପରିବର୍ତ୍ତନ କରିପାରିବେ ? ପ୍ରଚାରକମାନେ ଚାହିଁଲେ ଏହି ମାସରେ ୩୦ କିମ୍ବା ୫୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।

ଆପଣଙ୍କ ଅଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କୌଣସି ପଦ ଦେଖାନ୍ତୁ । ଲୋକଙ୍କ ଧାର୍ମିକ ବିଶ୍ୱାସକୁ ଧ୍ୟାନରେ ରଖି ଚିନ୍ତା କରନ୍ତୁ ଯେ ସେମାନଙ୍କୁ କେଉଁ ପଦ ପଢ଼ି ଶୁଣାଇବା ଠିକ୍‌ ହେବ । ଯଦି କେହି ପ୍ରଥମ ସାକ୍ଷାତରେ ଆମ ବାର୍ତ୍ତା ପ୍ରତି ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ପରମେଶ୍ୱରଙ୍କ ତରଫରୁ ଖୁସିର ଖବର ! ପୁସ୍ତିକା ଦିଅନ୍ତୁ ଏବଂ ଏହାର ପାଠ ୭ ପ୍ରତି ତାଙ୍କ ଧ୍ୟାନ ଆକର୍ଷଣ କରନ୍ତୁ । ତାʼପରେ ତାଙ୍କୁ ଯଥାଶୀଘ୍ର ପୁଣିଥରେ ସାକ୍ଷାତ କରି ଏହି ପୁସ୍ତିକାରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ଯେଉଁ ସରକାରଗୁଡ଼ିକ ଈଶ୍ୱରଙ୍କ ରାଜ୍ୟର ବିରୋଧ କରନ୍ତି, ସେସବୁକୁ ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ବିନାଶ କରିଦେବ । (ଦାନି ୨:୪୪; ୧କରି ୧୫:୨୪, ୨୫) ତେଣୁ ଆସନ୍ତୁ ଆମେ ଏହି ବିଶେଷ ଅଭିଯାନରେ ଉତ୍ସାହର ସହ ଭାଗ ନେବା ଏବଂ ଦେଖାଇବା ଯେ ଆମେ ଯିହୋବା ଓ ତାହାଙ୍କ ରାଜ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରୁ !

ରାଜା ଯୀଶୁ ର୍ଗରେ ସିଂହାସନରେ ବସିଛନ୍ତି ଏବଂ ଥିବୀ ସୁନ୍ଦର ପାରଦୀଶ ହୋଇଯାଇଛି ।

ଈଶ୍ୱରଙ୍କ ରାଜ୍ୟରେ ସାରା ପୃଥିବୀ ପାରଦୀଶ ହୋଇଯିବ !

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ