ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୭
  • ୨୬ ଅକ୍ଟୋବର–୧ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୬ ଅକ୍ଟୋବର–୧ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୭

୨୬ ଅକ୍ଟୋବର–୧ ନଭେମ୍ବର

ଯାତ୍ରା ପୁସ୍ତକ ୩୭-୩୮

  • ଗୀତ ୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା”: (୧୦ ମି.)

    • ଯାତ୍ରା ୩୭:୨୫—ଧୂପବେଦି ପବିତ୍ର ସ୍ଥାନରେ ଥିଲା (ପ୍ର୦୩-ହି ୨/୧୫ ପୃ ୨୮ ¶୫)

    • ଯାତ୍ରା ୩୭:୨୯—ପବିତ୍ର ଧୂପ ଉତ୍ତମ ସୁଗନ୍ଧି ଦ୍ରବ୍ୟଗୁଡ଼ିକର ମିଶ୍ରଣରୁ ତିଆରି କରାଯାଉଥିଲା (ଇନସାଇଟ୍‌-୧ ପୃ ୧୧୯୫)

    • ଯାତ୍ରା ୩୮:୧—ହୋମବେଦି ପ୍ରାଙ୍ଗଣରେ ଥିଲା (ଯାତ୍ରା ୪୦:୬, ୨୯; ଇନସାଇଟ୍‌-୧ ପୃ ୮୨ ¶୧)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୩୭:୧, ୧୦, ୨୫—ପବିତ୍ର ଆବାସ ବା ତମ୍ବୁକୁ ଶିଟୀମ୍‌ କାଠରେ କାହିଁକି ତିଆରି କରାଯାଉଥିଲା ? (ଇନସାଇଟ୍‌-୧ ପୃ ୩୬)

    • ଯାତ୍ରା ୩୮:୮—ପ୍ରାଚୀନ କାଳର ଦର୍ପଣଗୁଡ଼ିକ ଆଜିର ଦର୍ପଣଠାରୁ କିପରି ଭିନ୍ନ ଥିଲା ? (ପ୍ର୧୫-ଇଂ ୪/୧ ପୃ ୧୫ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୩୭:୧-୨୪ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପୁନଃସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ କଥା ହେଲେ, ତାʼ ସହ ଜଡ଼ିତ ନିକଟ ଅତୀତରେ ପ୍ରକାଶିତ କୌଣସି ପତ୍ରିକା ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍‌) ଆମକୁ ଶିଖାଏ ପୃ ୧୯୯ ¶୮-୯ (ଶିଖାଇବା  ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୬୭

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • “ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ”: (୧୦ ମି.) ଆଲୋଚନା: ନଭେମ୍ବର ମାସ ପାଇଁ ପ୍ରଥମ ସାକ୍ଷାତର ଭିଡିଓ ଦେଖାନ୍ତୁ ଏବଂ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୦ ¶୨୧-୨୪, ପୃ ୧୪୩-୧୪୬

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୧୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ