ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ସେପ୍ଟେମ୍ବର ପୃଷ୍ଠା ୫
  • ଯାଜକମାନଙ୍କ ପୋଷାକରୁ ଆମେ କʼଣ ଶିଖୁ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯାଜକମାନଙ୍କ ପୋଷାକରୁ ଆମେ କʼଣ ଶିଖୁ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ସେପ୍ଟେମ୍ବର ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୭-୨୮

ଯାଜକମାନଙ୍କ ପୋଷାକରୁ ଆମେ କʼଣ ଶିଖୁ ?

୨୮:୩୦, ୩୬, ୪୨, ୪୩

ମହାଯାଜକ ଓ ଲେବୀୟ ଯାଜକ ସେମାନଙ୍କ ସେବା ସମୟରେ ତନ୍ତ୍ର ପୋଷାକ ପିନ୍ଧିଛନ୍ତି ।

ଇସ୍ରାଏଲୀୟ ଯାଜକମାନେ ଯେଭଳି ପୋଷାକ ପିନ୍ଧୁଥିଲେ, ସେଥିରୁ ଆମେ ବହୁତ କିଛି ଶିଖୁ । ଯେପରି, କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ ଯିହୋବାଙ୍କ ଇଚ୍ଛା ଜାଣିବା ଉଚିତ୍‌ । ଏହା ଛଡ଼ା, ଆମେ ପ୍ରତ୍ୟେକ କ୍ଷେତ୍ରରେ ଶୁଦ୍ଧ ରହିବା ଉଚିତ୍‌ ଏବଂ ନିଜ ମର୍ଯ୍ୟାଦା ବଜାୟ ରଖିବା ଉଚିତ୍‌ ।

  • ଆମେ ଯିହୋବାଙ୍କ ଇଚ୍ଛା କିପରି ଜାଣିପାରିବା ?

  • ଶୁଦ୍ଧ ରହିବାର ଅର୍ଥ କʼଣ ?

  • ଆମେ କିପରି ଭାବେ ନିଜ ମର୍ଯ୍ୟାଦା ବଜାୟ ରଖିପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ