୩୧ ଅଗଷ୍ଟ–୬ ସେପ୍ଟେମ୍ବର
ଯାତ୍ରା ପୁସ୍ତକ ୨୧-୨୨
ଗୀତ ୧୪୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଜୀବନ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ”: (୧୦ ମି.)
ଯାତ୍ରା ୨୧:୨୦—କାହାରିକୁ ହତ୍ୟା କରିବା ଯିହୋବାଙ୍କ ଦୃଷ୍ଟିରେ ପାପ (ଇନସାଇଟ୍-୧ ପୃ ୨୭୧)
ଯାତ୍ରା ୨୧:୨୨, ୨୩—ଗର୍ଭରେ ବଢ଼ୁଥିବା ଶିଶୁର ଜୀବନ ମଧ୍ୟ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ (ପ୍ରେମରେ ସ୍ଥିର ପୃ ୯୫ ¶୧୬)
ଯାତ୍ରା ୨୧:୨୮, ୨୯—ଯିହୋବା ଚାହାନ୍ତି ଯେ ଆମେ ନିଜର ଓ ଅନ୍ୟମାନଙ୍କର ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉ (ପ୍ର୧୦-ହି ୪/୧୫ ପୃ ୨୯ ¶୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୨୧:୫, ୬—ଏହି ପଦଗୁଡ଼ିକ ଅନୁସାରେ ଆମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କଲେ କାହିଁକି ଆମର ଲାଭ ହୁଏ ? (ପ୍ର୧୦-ହି ୧/୧୫ ପୃ ୪ ¶୪-୫)
ଯାତ୍ରା ୨୧:୧୪—ଏହି ପଦର କʼଣ ଅର୍ଥ ହୋଇପାରେ ? (ଇନସାଇଟ୍-୧ ପୃ ୧୧୪୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୨୧:୧-୨୧ (ଶିଖାଇବା ଅଧ୍ୟୟନ ୫)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ସଭାକୁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୨)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ରାଜ୍ୟଘରେ କʼଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଭାଷଣ: (୫ ମି. କିମ୍ବା କମ୍) ପ୍ର୦୯-ହି ୧୦/୧ ପୃ ୨୧—ବିଷୟବସ୍ତୁ: ଯିହୋବା—ଅନାଥମାନଙ୍କ ପିତା (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଈଶ୍ୱରଙ୍କ ଭଳି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ: (୧୦ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଗର୍ଭାବସ୍ଥା ସମୟରେ କେଉଁସବୁ ସମସ୍ୟା ଆସିପାରେ ? ଯାତ୍ରା ପୁସ୍ତକ ୨୧:୨୨, ୨୩ ପଦରେ ଥିବା ସିଦ୍ଧାନ୍ତ ଅନୁଯାୟୀ ଆମେ ଗର୍ଭପାତ ବିଷୟରେ କିପରି ଦୃଷ୍ଟିକୋଣ ରଖିବା ଉଚିତ୍ ? ସଠିକ୍ ନିଷ୍ପତ୍ତି ନେବା ପାଇଁ ଆମକୁ କାହିଁକି ବିଶ୍ୱାସ ଓ ସାହସ ଦେଖାଇବାକୁ ହେବ ? ଏହା ଜାଣି କିପରି ସାନ୍ତ୍ୱନା ମିଳେ ଯେ ଆମ ଆତ୍ମୀୟମାନଙ୍କୁ ଜୀବିତ କରାଯିବ ?
ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କଲେ କାହିଁକି ଆମର ଲାଭ ହୁଏ ?: (୫ ମି.) ୧୫ ଜାନୁୟାରୀ ୨୦୧୦ର ପ୍ରହରୀଦୁର୍ଗ (ହିନ୍ଦୀ), ପୃ ୪, ଅନୁଚ୍ଛେଦ ୪-୭ ଉପରେ ଆଧାରିତ ଭାଷଣ । ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୮ ¶୧-୧୦
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୨୫ ଏବଂ ପ୍ରାର୍ଥନା