ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅଗଷ୍ଟ ପୃଷ୍ଠା ୭
  • ୨୪-୩୦ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୪-୩୦ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅଗଷ୍ଟ ପୃଷ୍ଠା ୭

୨୪-୩୦ ଅଗଷ୍ଟ

ଯାତ୍ରା ପୁସ୍ତକ ୧୯-୨୦

  • ଗୀତ ୮୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଦଶ ଆଜ୍ଞା ଆମ ପାଇଁ କʼଣ ଅର୍ଥ ରଖେ ?”: (୧୦ ମି.)

    • ଯାତ୍ରା ୨୦:୩-୭—ଯିହୋବାଙ୍କ ଆଦର କରନ୍ତୁ ଏବଂ କେବଳ ତାହାଙ୍କ ଭକ୍ତି କରନ୍ତୁ (ପ୍ର୮୯-ଇଂ ୧୧/୧୫ ପୃ ୬ ¶୧)

    • ଯାତ୍ରା ୨୦:୮-୧୧—ଆପଣଙ୍କ ଜୀବନରେ ଯିହୋବାଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦିଅନ୍ତୁ

    • ଯାତ୍ରା ୨୦:୧୨-୧୭—ଯିହୋବାଙ୍କର ଏବଂ ଲୋକମାନଙ୍କର ଆଦର କରନ୍ତୁ (ପ୍ର୮୯-ଇଂ ୧୧/୧୫ ପୃ ୬ ¶୨-୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୧୯:୫, ୬—ଇସ୍ରାଏଲ ରାଷ୍ଟ୍ର “ଯାଜକମାନଙ୍କର ଏକ ରାଜବଂଶ” କାହିଁକି ହୋଇପାରିଲା ନାହିଁ ? (ଇନସାଇଟ୍‌-୨ ପୃ ୬୮୭ ¶୧-୨)

    • ଯାତ୍ରା ୨୦:୪, ୫—ଯିହୋବା ସନ୍ତାନମାନଙ୍କ ଉପରେ ‘ପୈତୃକ ଅପରାଧର ପ୍ରତିଫଳ’ ଦିଅନ୍ତି, ଏହାର ଅର୍ଥ କʼଣ ? (ପ୍ର୦୪-ହି ୩/୧୫ ପୃ ୨୭ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୧୯:୧-୧୯ (ଶିଖାଇବା  ଅଧ୍ୟୟନ ୧୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧)

  • ପୁନଃସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୫)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍‌) ଆମକୁ ଶିଖାଏ ପୃ ୬୭-୬୮ ¶୧୭-୧୯ (ଶିଖାଇବା  ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୯୧

  • ମୁଁ ଆହୁରି ସ୍ୱାଧୀନତା କିପରି ପାଇପାରିବି ?: (୬ ମି.) ଆଲୋଚନା । ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖାନ୍ତୁ । ତାʼପରେ ଯୁବକଯୁବତୀମାନଙ୍କୁ ପଚାରନ୍ତୁ: ଆପଣ ବାପାମାଆଙ୍କ ଭରସା କିପରି ଜିତିପାରିବେ ? ଆପଣଙ୍କ କିଛି ଭୁଲ ହେଲେ ଆପଣ କʼଣ କରିବା ଉଚିତ୍‌ ? ଅଧିକ ସ୍ୱାଧୀନତା ପାଇବା ପାଇଁ ଆପଣ ବାପାମାଆଙ୍କର କାହିଁକି ଆଦର କରିବା ଉଚିତ୍‌ ?

  • ବୃଦ୍ଧ ବାପାମାଆଙ୍କର ଆଦର କରନ୍ତୁ: (୯ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ବାପାମାଆ ବୃଦ୍ଧବୃଦ୍ଧା ହେଲେ କେଉଁସବୁ ସମସ୍ୟା ଆସିପାରେ ? ସେମାନଙ୍କ ଦେଖାଶୁଣା ଜଡ଼ିତ ନିଷ୍ପତ୍ତି ନେବା ବେଳେ ପରିବାରର ସଦସ୍ୟମାନେ ପରସ୍ପର ମଧ୍ୟରେ ମନ ଖୋଲି କାହିଁକି କଥା ହେବା ଉଚିତ୍‌ ? ଦେଖାଶୁଣା କରିବା ବେଳେ ପୁଅଝିଅମାନେ ବାପାମାଆଙ୍କର କିପରି ଆଦର କରିପାରିବେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୭ ପୃ ୧୦୦-୧୦୩, ¶୨୦-୨୮

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୭୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ