୧୭-୨୩ ଅଗଷ୍ଟ
ଯାତ୍ରା ପୁସ୍ତକ ୧୭-୧୮
ଗୀତ ୭୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନମ୍ର ଭାଇମାନେ ଅନ୍ୟମାନଙ୍କୁ ଶିଖାନ୍ତି ଓ ଦାୟିତ୍ୱ ଦିଅନ୍ତି”: (୧୦ ମି.)
ଯାତ୍ରା ୧୮:୧୭, ୧୮—ଯିଥ୍ରୋ ଦେଖିଲେ ଯେ ମୋଶା ଅନେକଗୁଡ଼ିଏ ଦାୟିତ୍ୱ ତୁଲାଉଛନ୍ତି (ପ୍ର୧୩-ହି ୪/୧ ପୃ ୬)
ଯାତ୍ରା ୧୮:୨୧, ୨୨—ଯିଥ୍ରୋ ମୋଶାଙ୍କୁ କହିଲେ ଯେ ସେ କିଛି ଯୋଗ୍ୟ ପୁରୁଷମାନଙ୍କ ମଧ୍ୟରେ ନିଜ କାମକୁ ବାଣ୍ଟି ଦିଅନ୍ତୁ (ପ୍ର୦୩-ହି ୧୧/୧ ପୃ ୬ ¶୨)
ଯାତ୍ରା ୧୮:୨୪, ୨୫—ମୋଶା ଯିଥ୍ରୋଙ୍କ ପରାମର୍ଶ ମାନିଲେ (ପ୍ର୦୨-ହି ୫/୧୫ ପୃ ୨୫ ¶୫)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୧୭:୧୧-୧୩—ହାରୋଣ ଓ ହୂର ଯେପରି ଭାବେ ତୁରନ୍ତ ମୋଶାଙ୍କୁ ସାହାରା ଦେଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୬.୦୯-ହି ପୃ ୬ ¶୧୪)
ଯାତ୍ରା ୧୭:୧୪—ଏହା କାହିଁକି କୁହାଯାଇପାରେ ଯେ ମୋଶାଙ୍କ ବହିଗୁଡ଼ିକ ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଥିଲା ? (ଇନସାଇଟ୍-୧ ପୃ ୪୦୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୧୭:୧-୧୬ (ଶିଖାଇବା ଅଧ୍ୟୟନ ୧୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ରୀମା ଉତ୍ତର ଦେବା ପରେ ଭଉଣୀ ଶ୍ୱେତା ଯେଭଳି ଭାବେ କଥାବାର୍ତ୍ତାକୁ ଆଗକୁ ବଢ଼ାଇଲେ, ସେଥିରୁ ଆମେ କʼଣ ଶିଖୁ ? ଭଉଣୀ ଶ୍ୱେତା ପଦକୁ କିପରି ସ୍ପଷ୍ଟ ଭାବେ ବୁଝାଇଲେ ?
ପୁନଃସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ଦିଅନ୍ତୁ ଏବଂ ୬ ଅଧ୍ୟାୟରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୭ ¶୧୦-୧୯, ଅଧିକ ବିବରଣୀ—୨୧
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୪୯ ଏବଂ ପ୍ରାର୍ଥନା