୧୦-୧୬ ଅଗଷ୍ଟ
ଯାତ୍ରା ପୁସ୍ତକ ୧୫-୧୬
ଗୀତ ୧୪୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ”: (୧୦ ମି.)
ଯାତ୍ରା ୧୫:୧, ୨—ମୋଶା ଓ ଇସ୍ରାଏଲୀୟ ପୁରୁଷମାନେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କଲେ (ପ୍ର୯୫-ହି ୧୦/୧୫ ପୃ ୧୧ ¶୧୧)
ଯାତ୍ରା ୧୫:୧୧, ୧୮—ଯିହୋବା ଆମ ପ୍ରଶଂସାର ଅଧିକାରୀ (ପ୍ର୯୫-ହି ୧୦/୧୫ ପୃ ୧୧-୧୨ ¶୧୫-୧୬)
ଯାତ୍ରା ୧୫:୨୦, ୨୧—ମରୀୟମ ଓ ଇସ୍ରାଏଲୀୟ ସ୍ତ୍ରୀମାନେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କଲେ (ଇନସାଇଟ୍-୨ ପୃ ୪୫୪ ¶୧; ପୃ ୬୯୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୧୬:୧୩—ଯିହୋବା ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କୁ ଖାଇବା ପାଇଁ ଭାଟୋଇ ପକ୍ଷୀ କାହିଁକି ଦେଇଥିବେ ? (ପ୍ର୧୧-ଇଂ ୯/୧ ପୃ ୧୪)
ଯାତ୍ରା ୧୬:୩୨-୩୪—ମାନ୍ନାର ପାତ୍ର କେଉଁଠାରେ ରଖାଯାଇଥିଲା ? (ପ୍ର୦୬-ହି ୧/୧୫ ପୃ ୩୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୧୬:୧-୧୮ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଭଉଣୀ ଶ୍ୱେତା ପ୍ରଶ୍ନର କିପରି ଭଲ ବ୍ୟବହାର କଲେ ? ସେ କିପରି ପଦକୁ ସ୍ପଷ୍ଟ ଭାବେ ବୁଝାଇଲେ ?
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ସାକ୍ଷାତ: (୫ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଅଗ୍ରଦୂତ ସେବା କରି ଯିହୋବାଙ୍କର ପ୍ରଶଂସା କରନ୍ତୁ”: (୧୫ ମି.) ଆଲୋଚନା । ମଙ୍ଗୋଲିଆର ତିନି ଭଉଣୀ ନାମକ ଭିଡିଓ ଦେଖାନ୍ତୁ । ଏପରି ଜଣେ ଭାଇ କିମ୍ବା ଭଉଣୀଙ୍କ ସାକ୍ଷାତ୍କାର ନିଅନ୍ତୁ, ଯିଏ ଅଗ୍ରଦୂତ ସେବା କରୁଛନ୍ତି କିମ୍ବା ପୂର୍ବରୁ ଅଗ୍ରଦୂତ ସେବା କରିଥିଲେ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଆପଣ କେଉଁସବୁ ସମସ୍ୟାର ସାମନା କଲେ ? ଆପଣଙ୍କୁ କେଉଁସବୁ ଆଶିଷ ମିଳିଲା ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୭ ¶୧-୯, ଅଧିକ ବିବରଣୀ—୧୯, ୨୦
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୩୩ ଏବଂ ପ୍ରାର୍ଥନା