୩-୯ ଅଗଷ୍ଟ
ଯାତ୍ରା ପୁସ୍ତକ ୧୩-୧୪
ଗୀତ ୧୪୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସୁସ୍ଥିର ହୁଅ ଓ ଯିହୋବା କିପ୍ରକାରେ ଉଦ୍ଧାର କରିବେ ତାହା ଦେଖ”: (୧୦ ମି.)
ଯାତ୍ରା ୧୪:୧୩, ୧୪—ମୋଶାଙ୍କ ପୂରା ଭରସା ଥିଲା ଯେ ଯିହୋବା ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିବେ (ପ୍ର୧୩-ହି ୪/୧ ପୃ ୪)
ଯାତ୍ରା ୧୪:୨୧, ୨୨—ଯିହୋବା ଅଦ୍ଭୁତ ଭାବେ ନିଜ ଲୋକମାନଙ୍କୁ ଉଦ୍ଧାର କଲେ (ପ୍ର୧୮.୦୯-ହି ପୃ ୨୬ ¶୧୩)
ଯାତ୍ରା ୧୪:୨୬-୨୮—ଯିହୋବା ଫାରୋ ଓ ତାର ସେନାକୁ ବିନାଶ କରିଦେଲେ (ପ୍ର୦୯-ହି ୩/୧୫ ପୃ ୭ ¶୩-୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୧୩:୧୭—ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରିବା ସମୟରେ ଯିହୋବା କିପରି ଦେଖାଇଲେ ଯେ ସେ ସେମାନଙ୍କ ପାଇଁ ଚିନ୍ତା କରନ୍ତି ? (ଇନସାଇଟ୍-୧ ପୃ ୧୧୧୭)
ଯାତ୍ରା ୧୪:୨—ଲାଲ ସାଗରକୁ କେଉଁ ଜାଗାରେ ଦୁଇ ଭାଗ କରାଯାଇଥିବ, ଯାହାଫଳରେ ଇସ୍ରାଏଲୀୟମାନେ ପାରି ହୋଇପାରିଲେ ? (ଇନସାଇଟ୍-୧ ପୃ ୭୮୨ ¶୨-୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୧୩:୧-୨୦ (ଶିଖାଇବା ଅଧ୍ୟୟନ ୫)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପଢ଼ିବାରେ ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଫଳପ୍ରଦ ସମାପ୍ତି କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୨୦ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା କମ୍) ପ୍ର୦୭-ହି ୧୨/୧୫ ପୃ ୨୦-୨୨ ¶୧୩-୧୬—ବିଷୟବସ୍ତୁ: ଯିହୋବା ଲାଲ ସାଗର ପାଖରେ ଇସ୍ରାଏଲୀୟମାନଙ୍କୁ ଯେପରି ଭାବେ ଉଦ୍ଧାର କଲେ, ସେଥିରୁ ଆମେ କʼଣ ଶିଖୁ ? (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯୁଗାନ୍ତ ଆସିବା ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ”: (୧୫ ମି.) ଆଲୋଚନା । ଭବିଷ୍ୟତର ଘଟଣା ଯେତେବେଳେ ସାହସ ଆବଶ୍ୟକ ହେବ—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୬ ପୃ ୮୬-୮୮, ¶୨୦-୨୩
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୮ ଏବଂ ପ୍ରାର୍ଥନା