୨୦-୨୬ ଜୁଲାଇ
ଯାତ୍ରା ପୁସ୍ତକ ୧୦-୧୧
ଗୀତ ୬୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୋଶା ଓ ହାରୋଣ ଅଦ୍ଭୁତ ସାହସ ଦେଖାଇଲେ”: (୧୦ ମି.)
ଯାତ୍ରା ୧୦:୩-୬—ମୋଶା ଓ ହାରୋଣ ଫାରୋକୁ ନିର୍ଭୟରେ ଅଷ୍ଟମ ବିପତ୍ତି ବିଷୟରେ ଜଣାଇଲେ (ପ୍ର୦୯-ହି ୭/୧୫ ୨୦ ¶୬)
ଯାତ୍ରା ୧୦:୨୪-୨୬—ଫାରୋର ଧମକ ସତ୍ତ୍ୱେ ମୋଶା ଓ ହାରୋଣ ଯିହୋବାଙ୍କ ଆଜ୍ଞା ପାଳନ କଲେ
ଯାତ୍ରା ୧୦:୨୮; ୧୧:୪-୮—ମୋଶା ଓ ହାରୋଣ ସାହସର ସହ ଫାରୋକୁ ଦଶମ ବିପତ୍ତି ବିଷୟରେ ଜଣାଇଲେ (ଇନସାଇଟ୍-୨ ୪୩୬ ¶୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୧୦:୧, ୨—ଏହି ପଦଗୁଡ଼ିକରୁ ପିତାମାତାମାନେ କʼଣ ଶିଖିପାରିବେ ? (ପ୍ର୯୫-ହି ୯/୧ ୧୧ ¶୧୧)
ଯାତ୍ରା ୧୧:୭—ଯିହୋବାଙ୍କ ଏପରି କହିବାର ଅର୍ଥ କʼଣ ଥିଲା: ‘ଇସ୍ରାଏଲୀୟମାନଙ୍କ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ୱା ପଜାଇବ ନାହିଁ’ ? (ଇନସାଇଟ୍-୧ ୭୮୩ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୧୦:୧-୧୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ପ୍ରଚାରକ ଯେଭଳି ଭାବେ ବ୍ୟକ୍ତିଙ୍କ ସହ ତର୍କ କଲେ, ସେଥିରୁ ଆପଣ କʼଣ ଶିଖିଲେ ? ଯଦି ଆପଣ ସେହି ପ୍ରଚାରକଙ୍କ ଜାଗାରେ ଥାʼନ୍ତେ, ତେବେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ବିଷୟରେ କିପରି କହନ୍ତେ ?
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୮)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ସୃଷ୍ଟି ଆମକୁ ସାହସ ବିଷୟରେ କʼଣ ଶିଖାଏ ?”: (୧୫ ମି.) ଆଲୋଚନା । ସାହସ ଦେଖାଇବା ସୃଷ୍ଟିରୁ ଶିଖନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୬ ¶୧-୯
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧ ଏବଂ ପ୍ରାର୍ଥନା