ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁଲାଇ ପୃଷ୍ଠା ୩
  • ୧୩-୧୯ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁଲାଇ ପୃଷ୍ଠା ୩

୧୩-୧୯ ଜୁଲାଇ

ଯାତ୍ରା ପୁସ୍ତକ ୮-୯

  • ଗୀତ ୧୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଅହଙ୍କାରୀ ଫାରୋ ଅଜାଣତରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କଲା”: (୧୦ ମି.)

    • ଯାତ୍ରା ୮:୧୫—ଫାରୋ ନିଜ ହୃଦୟ କଠିନ କଲା ଏବଂ ମୋଶା ଓ ହାରୋଣଙ୍କ କଥା ଶୁଣିଲା ନାହିଁ (ଇନସାଇଟ୍‌-୨ ୧୦୪୦-୧୦୪୧)

    • ଯାତ୍ରା ୮:୧୮, ୧୯—ଫାରୋର ମନ୍ତ୍ରଜ୍ଞମାନେ ଯିହୋବାଙ୍କ ସାମନାରେ ହାରିଗଲେ, ତଥାପି ସେ ହାର୍‌ ମାନିଲା ନାହିଁ

    • ଯାତ୍ରା ୯:୧୫-୧୭—ଯିହୋବା ନିଜ ନାମର ମହିମା କରିବା ପାଇଁ ଫାରୋକୁ ତୁରନ୍ତ ବିନାଶ କଲେ ନାହିଁ (ଇନସାଇଟ୍‌-୨ ୧୧୮୧ ¶୩-୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୮:୨୧—“ଦଂଶକାଦିର ଝାଙ୍କ” ବିଷୟରେ କʼଣ କୁହାଯାଇପାରେ ? (ଇନସାଇଟ୍‌-୧ ୮୭୮)

    • ଯାତ୍ରା ୮:୨୫-୨୭—ମୋଶା କାହିଁକି କହିଲେ ଯେ ଇସ୍ରାଏଲୀୟମାନଙ୍କ ବଳିଦାନ “ମିସ୍ରୀୟମାନଙ୍କର ଘୃଣାଜନକ ବଳିଦାନ” ହେବ ? (ପ୍ର୦୪-ହି ୩/୧୫ ୨୫ ¶୯)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୮:୧-୧୯ (ଶିଖାଇବା  ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଯେତେବେଳେ ବ୍ୟକ୍ତି ଜଣକ କଥାବାର୍ତ୍ତା ରୋକିବାକୁ ଚେଷ୍ଟା କଲେ, ପ୍ରଚାରକ କʼଣ କଲେ ? ଯଦି ଆପଣ ସେହି ପ୍ରଚାରକଙ୍କ ଜାଗାରେ ଥାʼନ୍ତେ, ତେବେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ବିଷୟରେ କିପରି କହନ୍ତେ ?

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୪

  • “ନମ୍ର ହୁଅନ୍ତୁ—ନିଜର ପ୍ରଶଂସା କରନ୍ତୁ ନାହିଁ”: (୭ ମି.) ଆଲୋଚନା । ଯିହୋବାଙ୍କ ମିତ୍ର ହୁଅ—ନମ୍ର ହୁଅ ଭିଡିଓ ଦେଖାନ୍ତୁ । ତାʼପରେ, ଛୋଟ ପିଲା ଥିଲେ ସେମାନଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ଭିଡିଓ ଉପରେ କିଛି ପ୍ରଶ୍ନ ପଚାରନ୍ତୁ ।

  • “ଅନ୍ୟମାନେ ପ୍ରଶଂସା କଲେ ନମ୍ର ରହନ୍ତୁ”: (୮ ମି.) ଆଲୋଚନା । ଯୀଶୁଙ୍କ ଭଳି ବିଶ୍ୱସ୍ତ ରହନ୍ତୁ—ଯେବେ କେହି ଆପଣଙ୍କ ପ୍ରଶଂସା କରେ (ହିନ୍ଦୀ) ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୫ ¶୧୮-୨୩, ପୃ ୭୧-୭୪

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୨୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ