ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୫
  • ୨୦-୨୬ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୦-୨୬ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୫

୨୦-୨୬ ଏପ୍ରିଲ୍‌

ଆଦି ପୁସ୍ତକ ୩୨-୩୩

  • ଗୀତ ୨୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?”: (୧୦ ମି.)

    • ଆଦି ୩୨:୨୪—ଯାକୁବ ଜଣେ ସ୍ୱର୍ଗଦୂତଙ୍କ ସହିତ ମଲ୍ଲଯୁଦ୍ଧ କଲେ (ପ୍ର୦୩-ହି ୮/୧୫ ୨୫ ¶୩)

    • ଆଦି ୩୨:୨୫, ୨୬—ଯାକୁବ ସ୍ୱର୍ଗଦୂତଙ୍କଠାରୁ ଆଶୀର୍ବାଦ ନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିଲେ ନାହିଁ (ଇନସାଇଟ୍‌-୨ ୧୯୦)

    • ଆଦି ୩୨:୨୭, ୨୮—ଯାକୁବ ହାର୍‌ ମାନିଲେ ନାହିଁ, ତେଣୁ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାଇଲେ (ଇନସାଇଟ୍‌-୧ ୧୨୨୮)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୨:୧୧, ୧୩-୧୫—ଯାକୁବ ଏଷୌଙ୍କ ସହ ବୁଝାମଣା କରିବା ପାଇଁ ବହୁତ ପରିଶ୍ରମ କଲେ, ଆମେ ତାଙ୍କ ଭଳି କିପରି ହୋଇପାରିବା ? (ପ୍ର୧୦-ହି ୬/୧୫ ୨୨ ¶୧୦-୧୧)

    • ଆଦି ୩୩:୨୦—ଯାକୁବ ଏକ ବେଦିର ନାମ “ପରମେଶ୍ୱର ଇସ୍ରାଏଲର ପରମେଶ୍ୱର” କାହିଁକି ରଖିଲେ ? (ଇନସାଇଟ୍‌-୧ ୯୮୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୨:୧-୨୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା। ଭିଡିଓ ଦେଖାନ୍ତୁ। ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଏଲିଶା କିପରି ସଠିକ୍‌ ଓ ଭରସାଯୋଗ୍ୟ ତଥ୍ୟ ଦେଲେ ? ଏଲିଶା ଓ ମୋନା ସାକ୍ଷ୍ୟ ଦେବାରେ ପରସ୍ପରକୁ କିପରି ସହଯୋଗ କଲେ ?

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୧୨)

  • ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ। (ଶିଖାଇବା  ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୫

  • “ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?”: (୧୫ ମି.) ଆଲୋଚନା। ଈଶ୍ୱରଙ୍କ ସେବାରେ ରଖିଥିବା ଲକ୍ଷ୍ୟଠାରୁ ନିଜ ଧ୍ୟାନ ହଟାନ୍ତୁ ନାହିଁ (ହିନ୍ଦୀ) ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧ ¶୧୫-୧୮, ପୃ ୧୩-୧୫, ଅଧିକ ବିବରଣୀ—୪

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୪୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ